ଜମ୍ମୁ-କାଶ୍ମୀରର ପୁଞ୍ଚରେ ଭୂସ୍ଖଳନ: ଚାଲିଗଲା ୭ ଜୀବନ

ଶ୍ରୀନଗର: ବର୍ଷା ପ୍ରଭାବିତ ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ ଯୋଗୁ ସୋମବାର ଏକ ମାଟି ଘର ଭୁଶୁଡ଼ି ପଡ଼ି ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଲୋରାନ ଗାଁରେ ହୋଇଥିବା ଏହି ଭୂସ୍ଖଳନରେ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶନିବାର…

ଡେଙ୍ଗୁ ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ ସଙ୍କେତ । ୪ରୁ ୬୦ ବର୍ଷ ବୟସର ବ୍ୟକ୍ତି ନେଇପାରିବେ…

ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼

ତ୍ରିପୁରା : ତ୍ରିପୁରା ଡିଜିପି ଅନୁରାଗ ଧନଖଡ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜୀବନ ହାରିଛନ୍ତି । ଅଫିସ୍ କ୍ୟାବିନ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲର ଜିବି ହସପିଟାଲରେ ଭର୍ତ୍ତି କରାଯାଇଥିଲ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ…

ରାସ୍ତାକଡ଼ରେ ଫଟୋ ଉଠାଇବା ହେଲା କାଳ, ୫ ସାଙ୍ଗଙ୍କୁ ଚାପିଦେଲା ଅଜଣା ଗାଡ଼ି

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରେ ପିକନିକରୁ ଫେରୁଥିବା ୫ ସାଙ୍ଗକୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଏମାନେ ସମସ୍ତେ ପିକନିକ୍ କରି ଫେରୁଥିବା ବେଳେ ହାଇୱେ କଡ଼ରେ ଗାଡ଼ି ରଖି ଫଟୋ ଉଠାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଖବର…

କକ୍ରୋଚ୍ ପାର୍ଟିର ‘ସଂସଦ ଚଲୋ’ ମାର୍ଚ୍ଚ, ପ୍ରଦର୍ଶନକାରୀଙ୍କ ଉପରକୁ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ: ସୋମବାର ଦିନ କକ୍ରୋଚ୍ ଜନତା ପାର୍ଟି ସଂସଦ ଅଭିମୁଖେ ଏକ ପଦଯାତ୍ରା ଆୟୋଜନ କରିଥିଲା। କିନ୍ତୁ, ପଦଯାତ୍ରା ଆରମ୍ଭ ହେବା ମାତ୍ରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପ୍ରଦର୍ଶନକାରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଜନ୍ତର ମନ୍ତର ନିକଟରେ…

ଅନଶନ ଭାଙ୍ଗିବା ପାଇଁ ୩ ସର୍ତ୍ତ ରଖିଲେ ୱାଙ୍ଗଚୁକ୍, ହସପିଟାଲରୁ ଆସିଲା ହାତ ଲେଖା ଚିଠି

ନୂଆଦିଲ୍ଲୀ : ଅନଶନ ଭାଙ୍ଗିବା ପାଇଁ ତିନି ସର୍ତ୍ତ ରଖିଛନ୍ତି ଶିକ୍ଷାବିତ ସୋନମ୍ ଓ୍ୱାଙ୍ଗଚୁକ୍ । ଦୀର୍ଘ ୨୦ ଦିନରୁ ଅଧିକ ସମୟ ଧରି ଆମରଣ ଅନଶନରେ ରହିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୱାଙ୍ଗଚୁକ୍ । ସୋନମ ଅନଶନ ଭାଙ୍ଗିବାକୁ ଆଜି ତିନୋଟି ସର୍ତ୍ତ ରଖିଛନ୍ତି । ସର୍ତ୍ତ ପୂରଣ…

ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲି ପାରୁନି ସଂସଦ, ଦିନକ ପାଇଁ ରାଜ୍ୟସଭାକୁ ମୁଲତବି ଘୋଷଣା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ ଟାରେ ଚାଲିବ ପୁଣି ଚାଲିବ ଗୃହ। ସେପଟେ ଲୋକସଭା ପୁଣି ଥରେ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରାଯାଇଥିଲା। NEET ପେପର…

ଗୁୟାନାରେ ନୌକା ଦୁର୍ଘଟଣା, ୧୩୩ ଯାତ୍ରୀଙ୍କ ମଧ୍ୟରୁ ୬୭ ଉଦ୍ଧାର

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଗୁୟାନା ଦେଶରେ ଏକ ବଡ଼ ନୌକା ଦୁର୍ଘଟଣା ଘଟିଛି । ୧୩୩ ଜଣ ଯାତ୍ରୀ ନେଇ ଯାଉଥିବା ‘ଏମଭି ବାରିମା’ ନାମକ ନୌକା ସମୁଦ୍ରରେ ଓଲଟିଯାଇଛି । ଅଧିକାରୀମାନଙ୍କ କହିବା ଅନୁସାରେ, ୬୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୧୫ ଜଣ ଶିଶୁ…

ରାଜ୍ୟର ୨୮ଟି ସରକାରୀ ଆଇଟିଆଇର ନାମ ବଦଳିଲା

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ଔଦ୍ୟୋଗିକ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ) ଗୁଡ଼ିକର ନାମକରଣରେ ସରକାର ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି। ବିଭିନ୍ନ ଜିଲ୍ଲା ଏବଂ ସହରଗୁଡ଼ିକର ସଂଶୋଧିତ ଭୌଗୋଳିକ ନାମକରଣ ସହିତ ସାମଞ୍ଜସ୍ୟ ରଖି ରାଜ୍ୟର ମୋଟ ୨୮ଟି ସରକାରୀ ଆଇଟିଆଇର ନାମ ସଂଶୋଧନ…

ମୁଖ୍ୟମନ୍ତ୍ରୀ ବସ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ, ଗାଡ଼ି ଛାଡ଼ି ପଳାଇଲେ ଚାଳକ

ବଲାଙ୍ଗୀର: ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦୁର୍ବୃତ୍ତ ମୁଖ୍ୟମନ୍ତ୍ରୀ ବସ୍‌କୁ ଅଧା ରାସ୍ତାରେ…