ପ୍ରଶାସନ ର ଛତ୍ରଛାୟା ତଳେ ଜିରୋ ନାଇଟ, ନୂଆ ବର୍ଷ ପାଇଁ ଦେଶୀ ଓ ବିଦେଶୀ ମଦ ଗୁପ୍ତ ସ୍ଥାନରେ ଗଚ୍ଛିତ…!
ଅବକାରୀ ମନ୍ତ୍ରୀଙ୍କ ତାଗିତ କୁ ବାବୁ ଓ ମାଫିଆ ଙ୍କ ଫୁ...!!
ବ୍ରହ୍ମପୁର: ସରକାର ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ମଦପ୍ୟ ମାନଙ୍କ ଉପରେ କଟକଣା କରିଛନ୍ତି। ଏପଟେ ବିଭାଗୀୟ ମନ୍ତ୍ରୀଙ୍କ ଆଦେଶ ଓ ତାଗିତ କୁ ବାବୁ ମାନେ ମନ ଖୋଲା ସମର୍ଥନ କରୁନଥିବା ଫଳରେ ଲିକର ମାଫିଆ ମାନେ ନିଜ ନିଜର!-->!-->!-->…