
ଚିକିଟି : ଏହି ବ୍ଲକ ଚିକିଟି ଗଡ଼ ଶ୍ରୀ ବାଲାଜୀ ଠାକୁର ଅବସରପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତି ପରିସରରେ ଚେତନା ସାହିତ୍ୟ ସଂସଦ ତରଫରୁ ଆୟୋଜିତ କବି ସମ୍ମିଳନୀ ଚେତନା ମିଡ଼ିଆର ସମ୍ପାଦକ ଶିଶିର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ର ଆରମ୍ଭରେ ଦିବଂଗତ ପ୍ରଧାନ ମନ୍ତୀ ଡ଼କ୍ଟର. ମନମୋହନ ସିଂ ଙ୍କ ଆତ୍ମର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା l ମୁଖ୍ୟ ଅତିଥିଭାବେ ଡକ୍ଟର. ଲମ୍ବୋଦର ପାଣିଗ୍ରାହୀ, ସମ୍ମାନନୀୟ ଅତିଥିଭାବେ ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା, ଚେତନା ମିଡ଼ିଆ ମୁଖ୍ୟ ଅର୍ଜୁନ ପଣ୍ଡା, ଅବସରପ୍ରାପ୍ତ ପ୍ରାଧ୍ୟlପକ ହରିଶ୍ଚନ୍ଦ୍ର ସାହୁ,ଡକ୍ଟର. ସଞ୍ଜୟ ପଣ୍ଡା,ସୁରେନ ପାଢ଼ୀ, ଉପାନ୍ତ ସାହିତ୍ୟ ସାଂସ୍କୃତିକ ସେବା ସଂସଦର ସମ୍ପାଦକ ମାଧବ ବlଡତ୍ୟା, ,ପ୍ରମୋଦ ସାବତ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସାହିତ୍ୟ ସମ୍ପାଦକ ସୁଦୀପ୍ତ କୁମାର ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ ସହ ସଂସଦର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଡକ୍ଟର. ପାଣିଗ୍ରାହୀ ଓ ସମ୍ମାନନୀୟ ଅତିଥି ମାନସ କସ୍ତୁରୀ ପଣ୍ଡା ଅଞ୍ଚଳର ଐତିହ୍ୟ ଓ ସଂସ୍କୃତିର ପୁନଃରୁଦ୍ଧାର କରିବା ପାଇଁ ଆହ୍ୱାନ ଦେଇଥିଲେ l ତାଙ୍କ ସlରଗର୍ଭକ ଉଦବୋଧନ ହୃଦୟସ୍ବର୍ଶୀ ଥିଲା l ଉଦୟରlଗ ଓ ନବପ୍ରତିଭା ପୁରସ୍କାରରେ ସମ୍ମାନୀତ ଗାଳ୍ପିକ ମନୋଜ କୁମାର କୁଣ୍ଡଙ୍କୁ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ମାନପତ୍ର ଓ ପ୍ରଦାନ କରାଯାଇଥିଲା l
ବରିଷ୍ଠ କବି ମନମୋହନ ରଥ, ଭଜକୃଷ୍ଣ ପାଢ଼ୀ,ଶ୍ରୀମତୀ ମିନାକ୍ଷୀ ପାଢ଼ୀ, ଭିକାରୀ ବେହେରା, ରଞ୍ଜନ କୁମାର ବ୍ରହ୍ମା, ପ୍ରଭାକର ସେଠୀ, ସଂହିଁତା ମହାନ୍ତି, ବନବିହାରୀ ବିଶ୍ୱାଳ,ମଞ୍ଜୁଶ୍ରୀ ମହାରଣା,ତ୍ରିପତି ପ୍ରଧାନ, ରାଧାକୃଷ୍ଣ ମହାନ୍ତି, ପ୍ରକାଶ ବେହେରା, ଦୁର୍ଗା ମାଧବ ମହାରଣା, ଶୀତୁ ଦାସ, ତୋଫାନ ସାହୁ, ଅର୍ଜୁନ ଜlନୀ, ସମରଥ ବେହେରା, ଶିବରାମ ସାହୁ, ଶାରଦା ବେହେରା, ନମିତା ମହାନ୍ତି,ସୁରେନ୍ଦ୍ର ନାଥ ବେହେରା, ସଙ୍ଗୀତା ପ୍ରଧାନ, ଯାଜ୍ଞସିନୀ ସେଠୀ, ଭିକୁ ବେହେରା,ବିକାଶ ରାଉଳ,ଜଗନ୍ନାଥ ଚୌଧୁରୀ, ଅଧ୍ୟlପକ ଡକ୍ଟର. ବାବୁଲି ବେହେରା, ଜୟଦେବ ବେହେରା,ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିବା ବେଳେ କବି ମାଧବ ବlଡତ୍ୟା ଓ ବିକାଶ କର କବିତାର ସଂଯୋଜନା କରିଥିଲେ l ସାମ୍ବାଦିକ ଦୀପ୍ତି ରଞ୍ଜନ ପାଢ଼ୀ, ନଳିନୀ ପଟ୍ଟନାୟକ, କର୍ମଯୋଗୀ ଫକୀର ମୋହନ ବିଷୋୟୀ,ବୈକୁଣ୍ଠ ନାଥ ପାଢ଼ୀ,ସିମାଞ୍ଚଳ ଗୌଡ଼, ମଧୁସୂଦନ ପାଗଡା ପ୍ରମୁଖ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିବା ବେଳେ ବରିଷ୍ଠ କବି ଦୁର୍ଗା ମାଧବ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l