ନିର୍ବାଚନୀ ଜୁମଲା : ମାଗଣା ବିଦ୍ୟୁତ କେବଳ ପ୍ରତିଶୃତି ରେ ରହିଗଲା…!
ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ଦଳ ସେମାନଙ୍କ ନିର୍ବାଚନୀ ଇସ୍ତହାର ରେ ମାଗଣା ବିଜୁଳି ଦିଆଯିବ ବୋଲି କହିଥିଲେ। ରାଜଧାନୀ ଦିଲ୍ଲୀ ଷ୍ଟାଇଲ ରେ ଉଭୟ ଦଳ କ୍ଷମତା କୁ ଆସିଲେ ତିନି ସହ ୟୁନିଟ ମାଗଣା ବିଜୁଳି ଦେବେ ବୋଲି କହିଥିଲେ। ହେଲେ ସାଧାରଣ ଜନତା ଆଜି!-->…