କନ୍ଧମାଳରେ ବଡଦିନ ପର୍ବ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି :ଯୀଶୁଙ୍କ ଧରାବତରଣ ପାଇଁ ପ୍ରସ୍ତୁତି ଜୋରଦାର…
ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ଧୁମଧାମରେ ବଡ଼ଦିନ ପାଳିନ ହେଉଛି। ବଡଦିନ ପର୍ବ ରେ ବିଭିନ୍ନ ବ୍ଲକ,ଗ୍ରାମ,ସହର ଆଲୋକ ମାଳରେ ସଜେଇ ହୋଇଛି ସାନ ଠୁଁ ବଡ଼ ଚର୍ଚ୍ଚ l ଆଗପରି ଆଉ ଭୟର ବାତାବରଣ ନାହିଁ । ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଶାନ୍ତ ପରିବେଶ ରେ ରହିଛି l ଜିଲ୍ଲା ପ୍ରଶାସନ ଓ ପୋଲିସ!-->…