ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡିତ : ଛାତ୍ରଙ୍କ ମାଡ଼ ଦେଖି ଛାତ୍ରୀ ବେହୋସ
ଉମରକୋଟ/ରାଇଘର (୧୧/୧୨/୨୦୨୪) ଓଡ଼ିଶା ରାଜ୍ୟର ସବୁ ସ୍କୁଲ ଦଣ୍ଡ ମୁକ୍ତ ଅଞ୍ଚଳ ରୂପେ ଘଷିତ ହେବା ପରେ ସ୍କୁଲରେ ଅମାନସିକ ଅତ୍ୟାଚାରର ଶିକାର ହେଉଛନ୍ତି ଛାତ୍ର / ଛାତ୍ରୀ।ଛାତ୍ର/ଛାତ୍ରୀଙ୍କ ପିତା ମାତା କେବେବି ନିଜ ସନ୍ତାନକୁ ଏତିକି କେବେ ମାରି ନାହାନ୍ତି ହେଲେ, ସ୍କୁଲ ଶିକ୍ଷକ ଅମାନସିକ!-->…