ବାରଙ୍ଗରେ ଚାଞ୍ଚଲ୍ୟ: ପୁଅ ଆଗରେ ବାପାଙ୍କୁ ହତ୍ୟା
କଟକ: ପୁଅ ଆଗରେ ବାପାଙ୍କୁ ହତ୍ୟା । ବୀଭତ୍ସ ଭାବେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ମୃତକ କେନ୍ଦ୍ରାପଡା ପାଟଳିପଙ୍କ ଅଞ୍ଚଳର ତୋଫାନ ସାମଲ। ତୋଫାନ କଟକ ତ୍ରିଶୁଳିଆରେ ଏକ ଆପାର୍ଟମେଣ୍ଟରେ ଶ୍ରମିକ ଭାବେ କାମ କରୁଥିଲେ ।
ଗତକାଲି ରାତିରେ ୨୦ରୁ ଅଧିକ ଲୋକ ଆସି!-->!-->!-->…