ଲାଲୁ କହିଲେ- ମମତାଙ୍କୁ ଦିଆଯାଉ ‘ଇଣ୍ଡି’ ମେଣ୍ଟର ଦାୟିତ୍ୱ
ଇଣ୍ଡିଆ ମେଣ୍ଟରେ ସୃଷ୍ଟି ହେଲାଣି ଫାଟ। ଧୀର ଧୀରେ ଭାଗ ଭାଗ ହୋଇ ବିରୋଧର ସ୍ୱର ଉଠାଇଲେଣି ନେତା। ଲୋକସଭା ନିର୍ବାଚନ ଓ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପରାଜୟ ହୋଇ ହୋଇଛି। ଏହାପରେ ଇଣ୍ଡି ମେଣ୍ଟର ଦାୟିତ୍ୱ କଂଗ୍ରେସ ଠାରୁ କାଢ଼ି ଆଣି ତ୍ରୁଣମୂଳ କଂଗ୍ରେସ ସୁପ୍ରିମୋ!-->…