‘ସିନ୍ଦେଙ୍କ ଯୁଗ ଶେଷ, ଆଉ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ’
ମୁମ୍ବାଇ : ମହାରାଷ୍ଟ୍ରରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ଦେବେନ୍ଦ୍ର ଫଡ଼ନାବିସଙ୍କ ଶାସନ। ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ତାଙ୍କ ସହିତ ଶପଥ ନେଇଛନ୍ତି ଏକନାଥ ସିନ୍ଦେ ଓ ଅଜିତ ପାୱାର। ସେମାନେ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଏକନାଥ ସିନ୍ଦେ ପୁଣି ଥରେ!-->…