ବ୍ରହ୍ମପୁର ସରକାରୀ ଆଇଟିଆଇ ର ପ୍ରଥମ ବର୍ଷ ଛାତ୍ରୀ ସରସ୍ୱତୀ ପ୍ରଧାନ ଦୁର୍ଘଟଣା ର ଶିକାର…
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ର ଫିଟର ଟ୍ରେଡ଼ ର ପ୍ରଥମ ବର୍ଷ ଛାତ୍ରୀ ସରସ୍ୱତୀ ପ୍ରଧାନ କ୍ଳାସ ସାରି ହଷ୍ଟେଲ କୁ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଛନ୍ତି। ଏକ ଅଟୋ ଦ୍ରୁତଗତିରେ ଆସି ତାଙ୍କ ପାଦ ଉପରକୁ ମାଡି ଯାଇଥିଲା।ଫଳରେ ଝିଅଟିର ପାଦଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ!-->…