ବିଜୁଳି ଚୋରି ରୋକିବା ପାଇଁ ଟିପିଏସ୍ଓଡିଏଲର ରୁଟିନ୍ ଯାଞ୍ଚଜନିତ ପରିଦର୍ଶନ…
ବ୍ରହ୍ମପୁର : ଭରସାଯୋଗ୍ୟ ବିଦ୍ୟୁତ ସେବା ସୁନିଶ୍ଚିତ କରିବା ନେଇ ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ, ସମ୍ଭାବ୍ୟ ବିଦ୍ୟୁତ ଚୋରି ରୋକିବା ପାଇଁ ଟିପିଏସ୍ଓଡିଏଲର ଏକ ଟିମ୍ ଆସିକା ବ୍ଲକର ମଣ୍ଟପଡ଼ା ଗ୍ରାମକୁ ପରିଦର୍ଶନ କରିଥିଲେ। କମ୍ପାନୀର ଅପରେସନାଲ୍!-->!-->!-->…