ଛାତ୍ରୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ରକରି ତୁମୁଳକାଣ୍ଡ
ପାଟଣସାହି ଠାରୁ ବସ୍ ଟର୍ମିନାଲ ପରିସର ପାଲଟିଲା ରଣକ୍ଷେତ୍ର: ୨ ରୋମିଓ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳର ବିଭିନ୍ନ ସାହି ବସ୍ତିରେ ଗଢି ଉଠିଥିବା କୋଚିଂ ସେଣ୍ଟର ଓ ବସ୍ ଟର୍ମିନାଲ ଚା ଦୋକାନ ପାଲଟିଛି ରୋଡ ରୋମିଓଙ୍କ ଆଡ୍ଡାସ୍ଥଳୀ । ସ୍ଥାନୀୟ ସହର!-->…