ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଗିରଫ
ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲ୍ଲାକୁ କାନାଡା ପୁଲିସ୍ ଗିରଫ କରିଛି। ଗତ ମାସରେ କାନାଡାରେ ହୋଇଥିବା ଗୋଟିଏ ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୁଲିସ ତା’କୁ ଗିରଫ କରିଥିବା ଜଣାପଡ଼ିଛି।ମିଲଟନ ଟାଉନରେ ଅକ୍ଟୋବର ୨୭ କିମ୍ବା ୨୮!-->…