ଶିଶୁଟିଏ ପାଇଁ ଦିନଟିଏ- କାର୍ଯ୍ୟକ୍ରମର ଜିଲ୍ଲା ପରିଚାଳନା ସମୀକ୍ଷା ବୈଠକ
ଛତ୍ରପୁର : ଶିଶୁ ଓ ମାତୃ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସଠିକ ଉପଯୋଗିତା ସହିତ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ମିଶନ୍ ବାତ୍ସଲ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଗୁଡିକର କାର୍ଯ୍ୟଧାରା ସଠିକ୍ ଭାବେ କରିବା ନେଇ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ । ବୁଧବାର ଜିଲ୍ଲା!-->…