ସରକାରଙ୍କ ତାଗିଦକୁ ପୋଲିସ ପ୍ରଶାସନର ଫୁ..

ଆସିକା ମାଗୁରା ପଲ୍ଲୀ ରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ ଗୁହାରି ଶୁଣିବ କିଏ…? ବ୍ରହ୍ମପୁର : ରାଜ୍ୟରେ ନୂତନ ସରକାର ଆସିବା ପରେ ପୋଲିସ ବିଭାଗ କୁ ମୁଖ୍ୟମନ୍ତ୍ରୀ ତାଗିତ କରିଥିଲେ, ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ। ତାହାର ବ୍ୟତିକ୍ରମ ରାଜ୍ୟର ବିଭିନ୍ନ…

୬ ମାସ ହେଲା ଦରମା ମିଳୁନି, ଧାରଣାରେ ବସିଲେ ଅଧ୍ୟାପକ, ଅଧ୍ୟାପିକା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଦରମା ମିଳନୁାହିଁ। ଉପଜିଲାପାଳଙ୍କ ହସ୍ତକ୍ଷେପ ସତ୍ବେ ଦରମା ନ ମିଳିବାରୁ ଏହା ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି। ପ୍ରକାଶ…

କେନ୍ଦ୍ରୀୟ ବିଦ୍ୟାଳୟରେ ଭିଜିଲାନ୍ସ ସପ୍ତାହ ପାଳନ

ଛତ୍ରପୁର : କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ନିର୍ଦ୍ଦେଶରେ, ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ଦ୍ଵାରା ଭିଜିଲାନ୍ସ ସଚେତନତା ସପ୍ତାହ ୨୮ ଅକ୍ଟୋବର ରୁ ୩ ନଭେମ୍ବର ୨୦୨୪ ପାଳନ ଅବସରରେ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ତାଙ୍କ ପାଇଁ…

ଛତ୍ରପୁର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

ଛତ୍ରପୁର : ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କର ତୃତୀୟ ମହଲାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବାହିନୀ ର କର୍ମଚାରୀ ମାନେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ପ୍ରକାରେ,…

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ ମହକ “ –୨୦୨୪ ଅନୁଷ୍ଠିତ

ଛତ୍ରପୁର ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଞ୍ଜାମ ଦ୍ବାରା ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ ମହକ “ – 2024 ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ମୁଖ୍ଯ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜଳନ କରି…

ସାମ୍ବାଦିକଙ୍କ ଗିରଫ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର : ସୁବର୍ଣ୍ଣପୁର ଜିଲ୍ଲାର ନ୍ୟୁଜ-୭ର ପ୍ରତିନିଧି ତଥା ରାଜ୍ୟ ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଧୀରେନ୍ଦ୍ର କୁମାର ଦାନୀ ଖବର ସଂଗହ କରିବାକୁ ଯାଇଥିବା ବେଳେ ସୁବର୍ଣ୍ଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ସ୍ବାଇଁ ମାରଣାନ୍ତକ ଆକ୍ରମଣ କରିଥିଲେ।ଏହି ଘଟଣା…

ମୋ ସେବାକେନ୍ଦ୍ର ମାଧ୍ୟମରେ ଲାଇଫ ସାର୍ଟିଫିକେଟ ପାଇଲେ ପେନସନଧାରୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରର ସହାୟତା ରେ କାର୍ଯ୍ୟ ଆରମ୍ଭ ହୋଇଛି I ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ମିନତି କୁମାରୀ…

ପଲିଥିନ୍ କଟକଣା ଅଧପନ୍ତରିଆ

ହିଞ୍ଜିଳିକାଟୁ : ଏକକ ବ୍ୟବହୃତ ପଲିଥିନ୍ ନିଷେଧକୁ ୫ବର୍ଷ ଅତିବାହିତ ହୋଇ ଯାଇଥିବା ବେଳେ ଏହାର କଟକଣା ଏକ ପ୍ରକାର ଅଧପନ୍ତରିଆ । କଟକଣା ଲାଗୁର ସପ୍ତାହେ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ ଯୋଗୁଁ ଦୋକାନ…

ଜଗନ୍ନାଥ ସାହୁ(ଟିକୁ ) ହେଲେ କନ୍ଧମାଳ ସାଂସଦ ପ୍ରତିନିଧି

ଫୁଲବାଣୀ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରତିନିଧି ଭାବେ ଫୁଲବାଣୀ ମୁନିସିପାଲିଟି ପାଇଁ ଜଗନ୍ନାଥ ସାହୁ (ଟିକୁ )ଙ୍କୁ ଦାୟିତ୍ଵ ଦିଆଯାଇଛି l ଶ୍ରୀ ସାହୁ ବିଜେପି ଦଳରେ ଆଜକୁ ବହୁ ବର୍ଷ ହେଲା କାର୍ଯ୍ୟକରି ଆସୁଛନ୍ତି I ପୂର୍ବରୁ ସେ ଯୁବ ମୋର୍ଚ୍ଚା ସମ୍ପାଦକ ଓ ମିଡିଆ…

କାର୍ଯ୍ୟରତ ସାମ୍ବାଦିକଙ୍କୁ ବି ଡି ଓ ଙ୍କ ଆକ୍ରମଣ ଏବଂ ଗିରଫ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର…

ଭ୍ଞ୍ଜନଗର : ଭାରତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ର ପ୍ରହରୀ ତଥା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଗିରଫଦାରୀକୁ ବିରୋଧ କରି ଏସୟୁଜେ ରାଜ୍ୟ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ନାୟକ ଙ୍କ ଆହ୍ବାନ କ୍ରମେ ଭଂଜନଗର ଠାରେ ଏସ ୟୁ ଜେ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଉପସଭାପତି ଶ୍ରୀ ରାଜ…