ସର୍ଜିଲ ଇମାମକୁ ଝଟକା, ଜାମିନ ଦେଲେନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ସର୍ଜିଲ ଇମାମକୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି, କିନ୍ତୁ ସର୍ଜିଲର ଆବେଦନର ଶୀଘ୍ର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି। ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଏସସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ…

ମଙ୍ଗଳବାର ସୁଦ୍ଧା ସୀମାରୁ ସେନା ପ୍ରତ୍ୟାହାର ଶେଷ କରିବେ ଭାରତ-ଚାଇନା!

ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଆସନ୍ତା ମଙ୍ଗଳବାର ସୁଦ୍ଧା ଏହି ଦୁଇ ସୀମାନ୍ତ ଅଞ୍ଚଳରୁ ଭାରତ ଓ ଚାଇନା ପରସ୍ପରର ସେନା ଯବାନଙ୍କୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବେ। ୨୦୨୦ ଗଲୱାନ ଘାଟି ବିବାଦ ପରଠାରୁ ଏଠାରେ ଦୁଇ ଦେଶ…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କ୍ୟାଡର ନକ୍ସଲ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନ ବୁଦାନାଇ ଜଙ୍ଗଲରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ । ଆଜି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ମିଳିଥିବା…

ସେନା ବନାମ ସେନା ଏବଂ ଠାକରେ ବନାମ ଦେଓରା ଲଢ଼େଇ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ ହାଇପ୍ରୋଫାଇଲ ଲଢ଼େଇ। ମୁମ୍ବାଇର ୱର୍ଲି ହାସନରେ ହେବ ସେନା ବନାମ ସେନା ଲଢ଼େଇ। ଗୋଟିଏ ପଟେ ଉଦ୍ଧବ ଠାକରେଙ୍କ ଶିବସେନାର ଆଦିତ୍ୟ ଠାକରେ ଥିବା ବେଳେ ତାଙ୍କ ବିରୋଧରେ ଏକନାଥ ସିନ୍ଦେଙ୍କ ଶିବସେନା ରାଜ୍ୟସଭା ସାଂସଦ ମିଲିନ୍ଦ…

କମାଣ୍ଡୋ ଷ୍ଟାଇଲରେ ଅପରେସନ, ଜବତ ହେଲା ୧୦୮ କେଜି ସୁନା

ପ୍ରଥମଥର ପାଇଁ କେରଳରେ ଗୁଇନ୍ଦା ବିଭାଗ ଓ ରାଜ୍ୟ ଜିଏସଟି ବିଭାଗ କମାଣ୍ଡୋ ଷ୍ଟାଇଲରେ ଅପରେସନ କରି ବିପୁଳ ପରିମାଣର ସୁନା ଜବତ କରିଛି। ରାତି ତମାମ ୭୮ଟି ସୁନା ଅଳଙ୍କାର ତିଆରି ହେଉଥିବା ୟୁନିଟରେ ରେଡ୍‌ କରି ଅଧିକାରୀମାନେ ସେଠାରେ ବେଆଇନ ଭାବେ ଗଚ୍ଛିତ ୧୦୮ କେଜି ସୁନା ଜବତ କରିବାକୁ…

ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ, ଜଣେ ମାଓବାଦୀ ନିହତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ ରହିଥିବା ଗୁଇନ୍ଦା ସୂଚନା ମୁତାବକ ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷା କର୍ମୀ ମାଓବାଦୀ-ମୁହାଁ…

ଝାରପଡ଼ା ଜେଲରଙ୍କୁ କଏଦୀଙ୍କ ମିଳିତ ଆକ୍ରମଣ, ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜଧାନୀର ଝାରପଡ଼ା ଜେଲ। ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ। ଜେଲ ଭିତରେ ଜେଲରଙ୍କୁ 3 ଜଣ କଏଦୀ ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଜେଲରଙ୍କ ସମେତ 3 ଜଣ ଆହତ ହୋଇଛନ୍ତି। ନିକଟରେ ଜେଲରେ ମାରଣାସ୍ତ୍ର ବୁଲୁଥିବା ଖବର…

ଜମ୍ମୁ-କଶ୍ମୀର କେବେ ବି ପାକିସ୍ତାନ ସହ ମିଶିବ ନାହିଁ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କେବେ ବି ପାକିସ୍ତାନ ସହ ମିଶିବ ନାହିଁ | ଲଗାତାର ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେଉଥିବା ଦେଖି ଏଭଳି କହିଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା | ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ…

ରାଜି ହେଲା ହମାସ, ବନ୍ଦ ହେବ ଯୁଦ୍ଧ!

ଦୀର୍ଘ ଗୋଟିଏ ବର୍ଷ ଧରି ଚାଲି ଆସିଥିବା ହମାସ-ଇସ୍ରାଏଲ ଯୁଦ୍ଧର ଅନ୍ତ ଘଟିପାରେ। ଇସ୍ରାଏଲ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିବା ପରେ ଏବେ ହମାସ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛି। କିନ୍ତୁ ଇସ୍ରାଏଲ ପରି ହମାସ ମଧ୍ୟ କିଛି ସର୍ତ୍ତ ରଖିଛି। ଯଦି ଇସ୍ରାଏଲ ଗାଜାରେ ଅକ୍ତିଆର କରିଥିବା…

ବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ୨ୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। କଲେଜର ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ନିକଟରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ ପାଇଁ କଲେଜ…