୨ ଜୁଆ ଆଡ୍ଡା ଉପରେ ଚଢ଼ାଉ : ୧୦ ଜୁଆଡି ଗିରଫ, ୪୧ ହଜାର ଟଙ୍କା ଜବତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାରେ ପାର୍ବଣ ସମୟରେ ବିଭିନ୍ନ ସ୍ଥାନରେ ଜୁଆ ଖେଳର ଆସର ଜମୁଛି। ପୁଲିସ ନଜର ସତ୍ତ୍ବେ ଜୁଆଡି ମାନେ ଲୁଚାଛପାରେ ଜୁଆଖେଳର ଆସର ଜମାଉଥିବା ଦେଖିବାକୁ ମିଳିଛି। ଚଳିତ ପାର୍ବଣ ଋତୁରେ ହିଞ୍ଜିଳି ଥାନା ପୁଲିସ ପ୍ରଶାସନ ପକ୍ଷରୁ କୈାଣସି ଆଖିଦୃଶିଆ ଜୁଆ ଆଡ୍ଡା!-->…