ସାପକାମୁଡ଼ାରେ ଯୁବକର ମୃତ୍ୟୁ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋଵୀରା ଅଞ୍ଚଳର ପୁରୁଣା ଗିର୍ଜାଟୋଲି ଗ୍ରାମରେ ଏକ ମର୍ମନ୍ତୁଦ ଅଘଟଣ ଘଟିଯାଇଛି | ଏହି ଅଞ୍ଚଳର ଜୋସେଫ ଖେଶ ଙ୍କ ପୁଅ ସନୀୟଶ ଖେସ ୨୮ ବର୍ଷକୁ ଗତ ତା:୦୬/୧୦/୨୪ ରିଖ ଦିନ ରାତ୍ରରେ ଶୋଇଥିବା ବେଳେ!-->…