ବୀରମିତ୍ରପୁର ମୁସଲିମ ଅଞ୍ଜୁମନ କମିଟି ପକ୍ଷରୁ ମାଙ୍ଗଣା ସ୍ବାସ୍ଥ୍ୟ ଶିବିର !
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ମସଜିଦ ପରିସରରେ ମୁସଲିମ ଅଞ୍ଜୁମନ କମିଟି ପକ୍ଷରୁ ମାଙ୍ଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ! କମିଟିର ସଭାପତି ଏମଡି ଅକତାର ଓ ସମ୍ପାଦକ ଅବ୍ଦୁଳହା ଖାନଙ୍କ ପ୍ରତେକ୍ଷ ତତତ୍ଵାବଧାନରେ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟଜନ ହୋଇଥିଲା !!-->…