ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ-୨୦୨୪
ଛତ୍ରପୁର : ଅନ୍ତର୍ଜାତୀୟ ଉପକୂଳ ସଫେଇ (ଆଇସିସି) ଦିବସ ଅବସରରେ ଭାରତୀୟ ତଟରକ୍ଷୀ କେନ୍ଦ୍ର ଗୋପାଳପୁର ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଗୋପାଳପୁର ବନ୍ଦରର ମିଳିତ ଆନୁକୂଲ୍ୟରେ ବାଟେଶ୍ୱର ବେଳାଭୂମିରେ ସମୁଦ୍ର କୂଳ ଓ ଉପକୂଳ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତିକ ଉପକୂଳ!-->…