ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ…

ଫୁଲବାଣୀ: ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ କୋର୍ଟ ଆଜି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୬୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୧୦ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ…

ଗୋଠଗାଁ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ…

ହିଞ୍ଜିଳିକାଟୁ ୨୩!୯ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ଗୋଠଗାଁ ଗ୍ରାମ ପଞ୍ଚାୟତରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ଶୁଆଁଶିଆଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ସୋମବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।…

ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକଙ୍କ(ଏଡିଇଓ) ପ୍ରଥମ କାର୍ଯ୍ୟକାରିଣୀ ବୈଠକ…

ମାଲକାନଗିରି : ଜିଲ୍ଲାରେ ଥିବା ୮୪ ଜଣ ଗ୍ରାମ ରୋଜଗାର ସେବକଙ୍କ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ନିୟମାନୁସାରେ ଉକ୍ତ ୮୪ ଜଣ ଗ୍ରାମ ରୋଜଗାର ସେବକ ଙ୍କୁ ବର୍ତ୍ତମାନ ପଦୋନ୍ନତି ପରେ ସେମାନଙ୍କୁ "ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ" ଭାବରେ ଦାୟିତ୍ଵ…

ଜଙ୍ଗଲ ରେ ପଡିଛି ଅପରିଚିତ ବ୍ୟକ୍ତିଙ୍କ ମୃତ ଶରୀର : ହତ୍ୟା ସନ୍ଦେହ

ଉମରକୋଟ ( ୨୩/୦୯/୨୦୨୪) ' ଲୋକମାନେ ଘରର ସାମାନ୍ୟ କୁକୁଡ଼ା ହଜିଗଲେ ତାକୁ ଖୋଜି ବୁଲୁଛନ୍ତି କିନ୍ତୁ ଘରର ଜଣେ ମଣିଷ ହଜି ଗଲେ ଲୋକ ମାନେ ତାହାର ନିଖୋଜ ହେବାର ଅନୁସନ୍ଧାନ ବା ନିକଟସ୍ତ ଥାନାରେ ସୂଚିତ କରୁନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଦୁଃଖ ପ୍ରକାଶ କରିଛନ୍ତି।ସୂଚନା…

ଖପ୍ରାଖୋଲ ପୋଲିସ ର ଚଢାଉ ଜଣେ ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର…

ମୁଖ୍ୟ ଦଲାଲ ଗିରଫ.. ପାଟଣାଗଡ଼-: ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ଥମୁ ନାହିଁ । ଲାଠୋର ଠାରେ ଦାଦନ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିବାର ଦିନକ ଭିତରେ ଖପ୍ରାଖୋଲ ପୋଲିସ ଗୋଟିଏ ୮ମାସର ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବାରେ ସକ୍ଷମ…

ସାପ କାମୁଡାରେ ନାବାଳିକା ମୃତ୍ୟୁ…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧୀନସ୍ଥ ଝାରବେଡା ପଞ୍ଚାୟତ ଅନ୍ତର୍ଗତ ରିୟୁ ଗ୍ରାମର ୧୨ ବର୍ଷିଆ ନାବାଳିକା ଚନ୍ଦ୍ରିକା କୁମହାର ଗତ କାଲି ନିଜ ଘର ଖଟରେ ସୋଇଥିବା ସମୟରେ ଏକ ଚିତ୍ତୀ ବିଷାକ୍ତ ସାପ କାମୁଡିବାରୁ ଅଚେତ ହୋଇ ପଡିଥିଲେ ! ଏହା ଦେଖି ପରିବାର…

ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ : ୨୦୩୬ ସୁଦ୍ଧା ହେବ ବିକଶିତ ଓଡିଶାର ଅଭ୍ୟୁଦୟ

ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ଅନଷ୍ଠିତ, ବିକଶିତ ଓଡିଶା ହେବ ବିକଶିତ ଭାରତ ପାଇଁ- ମାନ୍ୟବର ମନ୍ତ୍ରୀ ଛତ୍ରପୁର : ଓଡିଶା ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ଜିଲ୍ଲା ସଦର ମହକୁମା ଛତ୍ରପୁର…

କୁମ୍ଭାରୀଗାଁ ପଞ୍ଚାୟତ ରାସ୍ତା ପାଲଟିଛି ମରଣଯନ୍ତା

ବାଲିଗୁଡା : କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ସେଥି ମଧ୍ୟରୁ କୁମ୍ଭାରୀଗାଁ ପଞ୍ଚାୟତ ଅନ୍ୟତମ। ଏଠାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଭଲ ରାସ୍ତାଟିଏ…

୧୦୦ ଦିନରେ ଓଡ଼ିଆ ଭାଷା ସଂସ୍କୃତି ଓ ଐତିହ୍ୟକୁ ସମ୍ମାନ ଦେବା ସହିତ ୨ଶହ କୋଟିର ପାଣ୍ଠି ବ୍ୟବସ୍ଥା : ଶ୍ରୀ ମଲ୍ଲିକ

ଫୁଲବାଣୀ : ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆରେ ଅନୁଷ୍ଠିତ ଓଡ଼ିଶା ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ, ବିକାଶ ମେଳା ପ୍ରଦର୍ଶନୀକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ…

ରାଜ୍ୟ ସରକାରଙ୍କ ଶହେ ଦିନର ସଫଳତାକୁ ନେଇ ବାଇକ ଶୋଭାଯାତ୍ରା

ବାଲିଗୁଡା : ସାରା ରାଜ୍ୟରେ ମୋହନ ସରକାରଙ୍କ ପକ୍ଷରୁ ତିନିଦିନ ଧରି ବିକାଶ ମେଳା ତଥା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବା ବେଳେ ରବିବାର ବାଲିଗୁଡା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରାଟ ବାଇକ ରାଲି ଅନୁଷ୍ଠିତ ହୋଇଛି । ଦଣ୍ଡପଦର ପେଟ୍ରୋଲ ପମ୍ପ…