ଆସିକାରେ ଥିବା ୯୯ ପ୍ରତିଶତ ବ୍ୟକ୍ତିଙ୍କ ନିଜସ୍ୱ ଗୃହର ପଟ୍ଟା ନାହିଁ…
ପଟ୍ଟା ନଥିବାଯୋଗୁଁ ମହାଜନ ମାନଙ୍କ ହାତରେ ବନ୍ଧା ପଡୁଛି ଘରଦ୍ୱାର …..!ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହରର ପଟ୍ଟା ନଥିବାରୁ ଆବଶ୍ୟକ ସ୍ଥଳେ ବ୍ୟାଙ୍କରୁ ଋଣ ନ ମିଳିବା କାରଣରୁ ବହୁ ବ୍ୟକ୍ତି ମହାଜନ ଖୋଜିବା ଆରମ୍ଭ କରନ୍ତି। ଏଭଳି ସ୍ଥିତିରେ ବିନା କାଗଜପତ୍ରରେ ଋଣ ଦେବା ପାଇଁ!-->…