ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁ: ଦୋଷୀକୁ ୨୪ ଘଣ୍ଟା ଭିତରେ ହେପାଜତ ନେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ହାଟବରଡିହ ଗାଁର ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ନିର୍ଦ୍ଦେଶ । ଦୋଷୀକୁ ୨୪ ଘଣ୍ଟା ଭିତରେ ପୋଲିସ ହେପାଜତକୁ ନେଇ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ। ସୂଚନା ଅନୁସାରେ ଖୋର୍ଦ୍ଧା ରେଳ ଡିଭିଜନ…

ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲେ ପୂର୍ବତନ ପ୍ରିନ୍ସିପାଲ

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାବଦରେ ଆଉ ଏକ ସତ ସାମ୍ନାକୁ ଆସିଛି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସିବିଆଇ କହିଛି। କଲିକତା ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ…

ମଇଁଷି ଚରାଉଥିବା ବେଳେ ନଦୀ କୂଳରୁ ଝାମ୍ପିନେଲା କୁମ୍ଭୀର

ଆଳି : ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ । ମଇଁଷି ଚରାଉଥିବା ବେଳେ ଜଣକୁ ଟାଣିନେଲା କୁମ୍ଭୀର । କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତି ଜଣକ ଆଳି ଥାନା ଇଚ୍ଛାପୁର ଗାଁର ଅଜାମ୍ବର ନାୟକ । ଖରସୁଆ ନଦୀ କୂଳରେ ମଇଁଷି ଚରାଇବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି…

ଏଥର ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଛପାଇବନି ବୋର୍ଡ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଆୟୋଜିତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ ବା ଅର୍ଦ୍ଧବାର୍ଷିକୀ ପରୀକ୍ଷା ଆୟୋଜନ କରିବ ନାହିଁ। ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ତଥା ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ…

ବିଜେପି କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବେ ଅନୀଲ ବିଜ

ଯଦି ହରିଆଣାରେ ବିଜେପି ପୁଣି କ୍ଷମତାକୁ ଆସିବ, ତା’ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବେ ଦଳର ବରିଷ୍ଠ ନେତା ଅନୀଲ ବିଜ। ସେ ଗତକାଲି ଏ କଥା କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ହରିଆଣା ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନାୟବ…

ବିଦେଶୀ ମଦ ଦୋକାନରେ ଚଢ଼ାଉ, ଭଙ୍ଗା ଗଲା ହଜାର ହଜାର ଲିଟର ଅପମିଶ୍ରିତ ମଦ

ଭୁବନେଶ୍ବର : ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗ ଚଢ଼ାଉ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ ଥିବା ଏକ ମଦ ଦୋକାନରେ ଚଢଉ କରିଛି ଅବକାରୀ ବିଭାଗ । JCB ମେସିନ ସାହାଯ୍ୟରେ ଭଙ୍ଗା ଗଲା ହଜାର ହଜାର ଲିଟର ମଦ ବୋତଲ। ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ବିଦେଶୀ ମଦରେ ପାଣି ମିଶାଇ…

ନକଲି ନଡ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ, ବାପ-ପୁଅ ଗିରଫ

ବ୍ରହ୍ମପୁର: ସାଲିମର ନଡ଼ିଆ ତେଲର ଅବିକଳ ରଙ୍ଗ ଓ ଲୋଗୋ ବ୍ୟବହାର କରି ଶିବାନୀ ନାମକ ନଡ଼ିଆ ତେଲ ପ୍ରସ୍ତୁତ କରି ବଜ଼ାରରେ ହେଉଛି ବିକ୍ରି। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ନକଲି ନଢ଼ିଆ…

ସୁନ୍ଦରଗଡ଼ରେ ମହାସମାରୋହରେ ପାଳିତ ହେଲା ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ…

ସୁନ୍ଦରଗଡ -୧୬.୦୯.୨୪ମୁସଲମାନ ସମୁଦାୟର ପର୍ବ ଇଦ୍ ମିଲାଦୁନ୍ନବି ସୁନ୍ଦରଗଡ଼ରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଇସଲାମର ଶେଷ ପୈଗମ୍ବର ହଜରତ ମହମ୍ମଦଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ପର୍ବ ପାଳନ କରାଯାଇଥାଏ। ଆରବୀୟ ପଞ୍ଜିକାର ରବି ଉଲ ଅବଲ ମାସ ଦ୍ଵାଦଶ ତାରିଖରେ ଏହି ଉତ୍ସବ ପାଳିତ ହୁଏ।…

ଦାରିଙ୍ଗବାଡିରେ ମେଘ ଉତ୍ସବ-୨୦୨୪ ଉଦଯାପିତ : ରାଜ୍ୟର ବହୁ ସୁନାମ ଧନ୍ୟ କବି ଲେଖକ ସମ୍ମାନିତ…

ବାଲିଗୁଡା,// ଫୁଲବାଣୀ :କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ କଲ୍ୟାଣ ମଣ୍ଡପରେ ‘ମେଘ ଉତ୍ସବ-୨୦୨୪' ଅନୁଷ୍ଠିତ ହୋଇଛି। ବନାନୀ ସାରସ୍ବତ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସଭାପତି ପତିତପାବନ ଅଧ୍ଯକ୍ଷତା କରିଥିଲେ। ସମ୍ପାଦକ ବିଦେଶୀ ନାୟକ ମଞ୍ଚ…

ଡ଼ାଇରିଆ ନେଲାଣି ଉଗ୍ରରୂପ : ଚେପଟିଆମ୍ବାରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଉମରକୋଟ / ଝରୀଗାଁ ( ୧୬/୦୯/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ଜଣେ ମହିଳା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି।ପୂର୍ବରୁ ଏହି ଗ୍ରାମର ଦୁଇ ଜଣ ମହିଳା ଓ ଜଣେ ଯୁବକ…