ଓଡ଼ିଶାରେ ଗଡ଼ିଲା ୨ଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର: ଓଡ଼ିଶାରେ ଗଡ଼ିଲା ଆଉ ଦୁଇ ବନ୍ଦେ ଭାରତ । ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ରାଉରକେଲା ଷ୍ଟେସନରେ ଏ ନେଇ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ମୋଟ ୬ଟି ଟେନ…

ଅଜଗରକୁ ପିଟି ପିଟି ମାରିବା ଘଟଣା: ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଜଗରକୁ ପିଟି ପିଟି ମାରିବା ଘଟଣାରେ ଆଜି ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ କାଠସିରସି ଗାଁ ନିକଟରେ ଏକ ପ୍ରାୟ ୧୫ ଫୁଟ ଲମ୍ବର ଅଜଗରକୁ ସେଠିକା ସ୍ଥାନୀୟ ଲୋକ ଦେଖିବା ପରେ ମାରଣାସ୍ତ୍ର ପ୍ରୟୋଗ…

ମୀରଟ କୋଠା ଭୁଶୁଡ଼ିବା ଘଟଣା; ସମସ୍ତ ୯ ଜଣ ମୃତକ ଗୋଟିଏ ପରିବାରର

ଉତ୍ତର ପ୍ରଦେଶ ମୀରଟ କୋଠା ଭୁଶୁଡିବା ଘଟଣାରେ ଏକ ଦୁଃଖଦ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତ ୯ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି। ଗତକାଲି ରାତିରେ ପ୍ରବଳ ବର୍ଷା ପରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡିଥିଲା। ସୂଚନା ଅନୁସାରେ, ଉତ୍ତର…

ଶିଶୁ ମନ୍ଦିରରେ ମାତୃ କର୍ମଶାଳା

ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଚିକିଟୀ ମହାବିଦ୍ୟାଳୟର IRPM ବିଭାଗର ବରିଷ୍ଠ ଅଧ୍ୟାପକ ସନାତନ ଗୌଡ଼ ଯୋଗଦାନ କରି ଶିଶୁ ଶିକ୍ଷାରେ ମାଆଙ୍କ ଭୂମିକା ସମ୍ବନ୍ଧରେ ବିଭିନ୍ନ ପ୍ରାମାଣିକ ତଥ୍ୟ…

ଭରତପୁର ଥାନାରେ ମେଜରଙ୍କ ଉନ୍ମତ୍ତକାଣ୍ଡ, ନିଶାଶକ୍ତ ଅବସ୍ଥାରେ ପୋଲିସ କର୍ମଚାରୀଙ୍କୁ କଲେ ଆକ୍ରମଣ

ଭୁବନେଶ୍ୱର : ଭରତପୁର ଥାନାରେ ମେଜରଙ୍କ ଉନ୍ମତ୍ତକାଣ୍ଡ । ନିଶାଶକ୍ତ ଅବସ୍ଥାରେ ଥାନାରେ ପଶି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କଲେ ୨୨ ଶିଖ ରେଜିମେଣ୍ଟ କୋଲକାତାର ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ । ଆକ୍ରମଣ ସମୟରେ ଉଭୟ ପ୍ରଚୁର ମଦ୍ୟପାନ କରିଥିବାର ସୂଚନା ମିଳିଛି । …

ଭାଙ୍ଗିଲା ରେଡ୍ ମଡ୍ ପଣ୍ଡ, ଚାରିଆଡେ ଲାଲ ମାଟି ପାଣିର ବନ୍ୟା

କଳାହାଣ୍ଡି: ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ । ଚାଷ ଜମିରେ ମାଡିଗଲା ଲାଲ କାଦୁଅ ପାଣି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ବସନ୍ତ ପଡ଼ାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଆଜି ଭୁଶୁଡ଼ି ପଡ଼ିଛି । ଆଜି ରାତି ପ୍ରାୟ ୩ଟା ସମୟରେ ରେଡ୍ ମଡ୍ ପଣ୍ଡଟି…

ନବରଙ୍ଗପୁରଠାରେ ରାଜ୍ୟ ସରକାରଙ୍କ ପ୍ରଣୀତ ଯୋଜନା ସଂପର୍କିତ ଜନ ସଚେତନତା ସମାବେଶ

ନବରଙ୍ଗପୁର : ଗତକାଲି ତା ୧୪.୯.୨୦୨୪ ଅପରାହ୍ନ ୪.୩୦ ମି଼ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟା ହଲଠାରେ ଏକ ରାଜ୍ୟ ସ୍ତରୀୟ ଭର୍ଚୁଆଲ କନଫେରେନ୍ସ ଅନୁଷ୍ଠିତ ହୋଇଥିଲା | ଅତିରିକ୍ତ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନସଚେତନତା ସମାବେଶ ସଂପର୍କିତ"…

‘ପ୍ରଧାନମନ୍ତ୍ରୀ ପାଇଁ ଅଫର୍ ମିଳିଥିଲା, କିନ୍ତୁ ମୁଁ ମନା କରିଦେଇଥିଲି’

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବିବୃତ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍ ଆସିଥିବା ସେ କହିଛନ୍ତି। ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଏହି ଅଫର୍ ଦେଇଥିଲେ ବୋଲି ସେ କହିଛନ୍ତି। ଏକ ସାମ୍ବାଦିକ ଆୱାର୍ଡ ଫଙ୍କସନରେ…

ଚେପଟିଆମ୍ବରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ନବରଙ୍ଗପୁର : ନବରଙ୍ଗପୁର ଚେପଟିଆମ୍ବରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା । ଗତକାଲି ରାତିରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚେପଟିଆମ୍ବରେ ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ…

ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ଵର: ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ‘ସୁଭଦ୍ରା’ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତା ଗଲା ୧ ଟଙ୍କା । ଏନେଇ ‘ସୁଭଦ୍ରା’ଶୋଭାଯାତ୍ରାରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶେଷ…