ଦେଶୀ ମଦ ଚାଲାଣ ବେଳେ ଧରା ପଡିଲେ ମଦ ମାଫିଆ…

ଚିକିଟୀ -- ସ୍ଥାନୀୟ ଅବକାରୀ ଥାନା ଅଧିନସ୍ତ ବଡ଼ଗାଁ ନିକଟରେ ପାତ୍ରପୁର ପଟୁ ଦେଶୀ ମଦ ନେଇ ଆସୁଥିବା ବେଳେ ଚିକିଟୀ ଅବକାରୀ ନିରୀକ୍ଷକ ସଞ୍ଜୟ କୁମାର ଭୁକ୍ତା ଯୁବକ ଜଣକୁ କାବୁ କରିଥିଲେ l ସୂଚନା ପ୍ରକାରେ ଶୁକ୍ରବାର ସନ୍ଧ୍ୟା ସମୟରେ ପାତ୍ରପୁର ଅଞ୍ଚଳରୁ ଦେଶୀ ମଦ ନିଜ ବାଇକ ଯୋଗେ ଚିକିଟୀ…

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…

ଚିକିଟୀ-- ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୁରୁବାର ଦିନ ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଆଗାମୀ ସତର ତାରିଖ ଠାରୁ ସମଗ୍ର ଚିକିଟୀରେ ସମୂହ ସଫାଇ, ପୁଷ୍କରିଣୀ, ନାଳ ନର୍ଦମା, ସମୂହ ଅଞ୍ଚଳ,ଜନଗହଳି, ନଦୀ, ସାମୁହିକ ଜାଗା ଆଦି…

୧୭ରେ ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ୍; ମୋଦି କରିବେ ଶୁଭାରମ୍ଭ

ବଲାଙ୍ଗୀର : ଆସନ୍ତା ୧୭ ତାରିଖରେ ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନର ଶୁଭାରମ୍ଭ କରିବେ। ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରଣହି କରି ବିଶାଖାପାଟଣାରେ…

ରବିବାର ବାମନ ଜନ୍ମ ନୀତି: ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ରବିବାର ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି । ଆସନ୍ତାକାଲି(ରବିବାର) ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ଅପରାହ୍ନ ୫ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ…

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ଢେଙ୍କାନାଳ: ଦୁର୍ଘଟଣା ପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଘେରିଲେ ଲୋକେ। ଢେଙ୍କାନାଳ ସହରରେ ୨ଟି ପୃଥକ ଦୁର୍ଘଟଣାକୁ ନେଇ ଉତ୍ତେଜନା। ଜାତୀୟ ରାଜପଥ ଅବରୋଧ। କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହିଷାପାଟ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ…

‘ସୁଭଦ୍ରା’ ଆବେଦନ ପାଇଁ ଟଙ୍କା ନେଇ ବନ୍ଧା ହେଲା

ଟିଟିଲାଗଡ : 'ସୁଭଦ୍ରା' ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ଟଙ୍କା ନେବା ମହଙ୍ଗା ପଡ଼ିଛି। ଗିରଫ ହୋଇଛି CSCର ଜଣେ କର୍ମଚାରୀ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।‘ସୁଭଦ୍ର’ ଯୋଜନ ଫର୍ମ ଆବେଦନ ସମ୍ପୂର୍ଣ୍ଣ ମାଗଣା ରହିଛି। ଏହା…

ଖଣି ଲୁଟ୍ ପାଇଁ ସାହାଣମେଲା କରିଦେଇଥିଲେ ବିଜେଡି ସରକାର, ଧରିଲେ ସିଏଜି ୨୨୩୯୨କୋଟି ଟଙ୍କାର ରାଜସ୍ୱ କ୍ଷତି

ଭୁବନେଶ୍ବର : ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ପରେ ବି ଚେତି ନଥିଲା ତତକାଳୀନ ବିଜେଡି ସରକାର । ବରଂ ସୁଚିନ୍ତିତ ଢଙ୍ଗରେ ଖଣି ଲୁଟ୍ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଛାଇ ନଥିଲେ । ସବୁ ନିୟମକୁ ଫୁ’ କରି ଖଣି ଲୁଟେରାମାନେ ରାଜ୍ୟର ଖଣିଜସମ୍ପଦକୁ ମନଇଚ୍ଛା ଲୁଟିଛନ୍ତି । କେବଳ…

ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷିବ, ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତାକାଲି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ…

ଗାଧୋଇବା ବେଳେ ନଦୀରେ ବୁଡିଗଲେ ବୃଦ୍ଧା

କଟକ : କଟକ ଜିଲା ଖାନନଗର ଜଗନ୍ନାଥ ମନ୍ଦିର ନିକଟ କାଠଯୋଡି ନଦୀରେ ବୁଡିଗଲେ ବୃଦ୍ଧା। ଗାଧୋଇବା ବେଳେ ବୃଦ୍ଧା ବୁଡିଯିବାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିଖୋଜ ବୃଦ୍ଧା ଜଣକ ହେଲେ ଝାଞ୍ଜିରମଙ୍ଗଳା ଲୁଣିଆସାହିର। ସୂଚନା ଅନୁସାରେ ଶନିବାର ସକାଳେ ବୃଦ୍ଧା ଜଣଙ୍କ ଖାନନଗର ଜଗନ୍ନାଥ…

କଟକରେ ଚାଞ୍ଚଲ୍ୟ: ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ

କଟକ: ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ। ଏଣେ ହତ୍ୟାକାଣ୍ଡ ଘଟାଇବା ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।ସୂଚନା ଅନୁଯାୟୀ, ମହାନଦୀ ବିହାର…