କନ୍ଧମାଳ ସାଂସଦଙ୍କ ମହାମହିମ ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ
ଫୁଲବାଣୀ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କ ସହ ରାଷ୍ଟ୍ରପତି ଭବନ, ଦିଲ୍ଲୀରେ ଦେଖା ହୋଇ ଓଡ଼ିଶା ଏବଂ ଭାରତର ପ୍ରମୁଖ ବିଷୟରେ ଆଲୋଚନା କରିବାର ସୁଯୋଗ ପାଇଛନ୍ତି । ଓଡିଶାର ମାଟିରୁ ଜନ୍ମଗ୍ରହଣ କରି ଦେଶର!-->…