ମହିଳାଙ୍କ ଆତ୍ମହତ୍ୟା
ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ରାଉତପେଣ୍ଠ ସାହିରେ ଜୈନକା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ରୁବିତା ସାହୁ ବୋଲି ଜଣାପଡିଛି।ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଦାର କରିବା ସହିତ ବ୍ୟବଚ୍ଛେଦ!-->…