ମହିଳାଙ୍କ ଆତ୍ମହତ୍ୟା

add-all

ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ରାଉତପେଣ୍ଠ ସାହିରେ ଜୈନକା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ରୁବିତା ସାହୁ ବୋଲି ଜଣାପଡିଛି।ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଦାର କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ବଡ଼ ମେଡ଼ିକାଲ କୁ ପଠାଇ ଥିବା ଜଣାପଡିଛି।ତେବେ ମହିଳା ଜଣଙ୍କ କେଉଁ କାରଣରୁ ବିଷ ଦେଇ ହତ୍ୟା କରିଛନ୍ତି ତାହା ତଦନ୍ତ କରୁଛି ପୋଲିସ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ରୁବିତାଙ୍କ ପରିବାର ଲୋକେ ।

ad-week
Leave A Reply

Your email address will not be published.