ଚିକିଟି ମଦ ମୃତ୍ୟୁ ପରେ ଅନ୍ୟ ଜିଲ୍ଲାରେ ଏକ୍ସନ ମୁଡ଼ ରେ ଅବକାରୀ ବିଭାଗ : ଗଞ୍ଜାମ ଜିଲ୍ଲାରେ କଚ୍ଛପ୍ପ ଗତିରେ ମଦ…

ବ୍ରହ୍ମପୁର୨୭-୮ ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ରୁ ରାଜଧାନୀ ପର୍ଯ୍ୟନ୍ତ ତୁମ୍ବି ତୋଫାନ ହୋଇଥିଲା। ବିଧାନସଭା ଅଚଳ ହେବା ପରେ ବିଭାଗୀୟ ମନ୍ତ୍ରୀ ଚୋରା ମଦ ଭାଟି ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଧେଶ ରେ ଗଞ୍ଜାମ ଜିଲ୍ଲାର କେବଳ କୋଚିଆ…

ବିଷାକ୍ତ ମଦ ମୃତ୍ୟୁ ଘଟଣା : ସଂଶ୍ଲିଷ୍ଟ ବ୍ୟକ୍ତି ମାନଙ୍କୁ ଗିରଫ କରୁଛି ପୋଲିସ…

ଚିକିଟୀ-- ସ୍ଥାନୀୟ କେ.ନୂଆଗାଁ ଥାନା ଅଧିନସ୍ତ ଜେନାପୁରୁ ରେ ହୋଇଥିବା ବିଷାକ୍ତ ମଦ ବିଭୀଷିକା ରେ ସଂଶ୍ଲିଷ୍ଟ ଥିବା ସମସ୍ତ ବ୍ୟକ୍ତିଙ୍କୁ ଜଣକ ପରେ ଜଣକୁ ପୋଲିସ ପଂଜ୍ଜା ମାରିବାରେ ଲାଗିଛି l ସୂଚନା ପ୍ରକାରେ ଆଜି ମାଉନ୍ଦପୁର ର ପୂର୍ଣ୍ଣ ଚନ୍ଦ୍ର ସାହୁ(୨୪) ପିତା ଭୁବୁନି ସାହୁ ତିନୋଟି…

ପୋଷ୍ଟ ମାଷ୍ଟର ଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ : ଗୁଣିଗାରେଡ଼ି ସନ୍ଦେହ ନେଲା ଜୀବନ, ୫ ଜଣଙ୍କୁ କୋର୍ଟଚାଲାଣ କଲା…

ମାଲକାନଗିରି : ,ଗତ ଶୁକ୍ରବାର ଦିନ ସକାଳୁ ନିଖୋଜ ଥିବା ମାଟେରୁ ପୋଷ୍ଟ ମାଷ୍ଟରଙ୍କ ନିଖୋଜ ହେବା ଓ ୨୪ ଘଣ୍ଟା ପରେ ଗଳିତ ମୃତ ଦେହ ଉଦ୍ଧାର ହେବା ଘଟଣା ଗତ ଦୁଇଦିନ ଧରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗତକାଲି ମାଲକାନଗିରି ଏସଡିପିଓ ସଚିନ ପଟେଲ ଓ ପଡିଆ ଥାନା…

ଜଲେଶପଟ୍ଟାରେ ସ୍ବାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଦୁଇ ମନ୍ତ୍ରୀସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ଫୁଲବାଣୀ : ଆଜି ପବିତ୍ର ଜନ୍ମାଷ୍ଟମୀ । କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ସହ ଅନ୍ତେବାସୀ ପାରୁଛନ୍ତି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୬ ତମ ବଳିଦାନ ଦିବସ । ଏହି ଅବସରରେ ଦୁଇ ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ଓ ରବିନାରାୟଣ ନାୟକ, କନ୍ଧମାଳ ସାଂସଦ…

ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଚିକିଟୀ-- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଶିଶୁବାଟିକା ବିଭାଗର କୁନି ଶିଶୁ ଭାଇ ଭଉଣୀ ମାନେ ଶ୍ରୀକୃଷ୍ଣ,ରାଧା ବେଶ ପରିଧାନ କରି ଏକ ମନୋଜ୍ଞ ପରିବେଶରେ ମନ୍ଦିର ଦର୍ଶନକୁ ଯାଇଥିଲେ । ଯିବାପଥରେ ନଗରବାସୀ…

ପୋଖରୀ ରେ ବୁଡି ବୃଦ୍ଧା ମୃତ…

ହିଞ୍ଜିଳିକାଟୁ, ତା ୨୬/୮(): ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀ ପାଣିରେ ବୁଡି ସୋମବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକା ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ଭଗବାନ ପ୍ରଧାନଙ୍କ ସ୍ତ୍ରୀ ଲିଳାବତୀ ପ୍ରଧାନ (୫୭) । ପ୍ରକାଶ ଯେ, ସୋମବାର ସକାଳେ ବୃଦ୍ଧା ଜଣଙ୍ଗ…

ଭାଲୁ କାମୁଡାରେ ଯୁବକ ଗୁରୁତର…

ମାଲକାନଗିରି, ୨୬।୮ ମାଲକାନଗିରି ଜିଲ୍ଲାରେ ଭାଲୁ କାମୁଡାରେ ଜଣେ ଯୁବକ ଗୁରୁତ୍ତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ପଞ୍ଚାୟତରେ ଥିବା ଚେପୁଲପଡା ଗ୍ରାମର ଶ୍ୟାମଳ ସୀସା (୩୭) ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ହଟାତ ଏକ ଭାଲୁ ତାଙ୍କ…

ବିଳମ୍ବରେ ଅଫିସ ଆସିଲେ କନଷ୍ଟେବଲ; ଗରମ ପାଣି ଫିଙ୍ଗିଲେ ହାବିଲଦାର

ବାରିପଦା : ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କନଷ୍ଟେବଲ ଉପରକୁ ଗରମ ପାଣି ଫିଙ୍ଗିଦେଲେ ହାବିଲଦାର। ଏପରି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ। କାର୍ଯ୍ୟରତ କନଷ୍ଟେବଲ ଦୁଷ୍ମନ୍ତ ଦେହୁରୀଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ…

ଅଳଙ୍କାର ଲୁଟ୍ ଘଟଣା; CRPF ଯବାନଙ୍କ ସହ ୫ ଗିରଫ

ଧରାକୋଟ : ସୁନା ଦୋକାନରୁ ଲୁଟ୍ ଘଟଣାରେ ଜଣେ ସିଆରପିଏଫ୍ ଯବାନଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୁଲିସ । ସେମାନଙ୍କ ଠାରୁ ୨ କେଜି ରୁପା, ୧୫୦ ଗ୍ରାମ ସୁନା ସହ ନଗଦ ୫୮ ହଜାର ଟଙ୍କା ଜବତ କରାଯାଇଛି ।ସୁନାମୋହି ଗ୍ରାମର ଶ୍ରୀରୁଦ୍ର ସାଇ ସୁନା ଦୋକାନରୁ ଲୁଟ…

ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ

ଭୁବନେଶ୍ବର: ବାର୍ଡ ଫ୍ଲୁକୁ ନେଇ ସ୍ଥିତି ଚିନ୍ତାଜନକ ରହିଛି। ଏଣୁ ଏବେ କିଛି ଦିନ ପାଇଁ ଚିକେନ୍ ନ ଖାଇବା ଭଲ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ମତ ରଖିଛନ୍ତି। ସେ କହିଛନ୍ତି, ବାର୍ଡ ଫ୍ଲୁକୁ ନେଇ ଜିଲ୍ଲା ମାନଙ୍କୁ ମାର୍ଗଦର୍ଶିକା ଦିଆଯାଇଛି। ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ…