ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ , ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ କରିବ ଆଦାନୀ

ଭୁବନେଶ୍ୱର : ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ । ଓଡ଼ିଶା ଶିଳ୍ପ ଜଗତରେ ବଡ଼ ଧମାକା ! । ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ । ଆଦାନୀ ଓ IHCର ମିଳିତ ବାଜି । ଓଡ଼ିଶାରେ ଆଦାନୀ ଓ ୟୁଏଇର ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ । ଗଢ଼ାହେବ ବିଶାଳ ଆଲୁମିନିୟମ ପ୍ଲାଣ୍ଟ ।…

ଆସିକାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ : ଛାତ୍ରଛାତ୍ରୀଙ୍କୁ ବିଦ୍ୟୁତ ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କରେ…

ଆସିକା : ରାଜ୍ୟ ବିଦ୍ୟୁତ ବିଭାଗ ଦ୍ୱାରା ସାରା ରାଜ୍ୟରେ ଜୁନ ୨୬ଠାରୁ ଜୁଲାଇ ୨ ପର୍ଯ୍ୟନ୍ତ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହେଉଛି ଏହାକୁ ଭିତ୍ତି କରି ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟା ମନ୍ଦିର ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଉପଲକ୍ଷେ ଏକ…

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍‌ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ମାତ୍ର ଛୁଟି ସମୟରେ ଜାରି ରହିବ ପରୀକ୍ଷା ଓ ଅନ୍ୟାନ୍ୟ…

ଅଗଷ୍ଟ ୩୦ରେ ନିଟ୍ -ପିଜି ୨୦୨୬ ପରୀକ୍ଷା, ଆସନ୍ତା ୨୧ ରାତି ୧୨ ପର୍ଯ୍ୟନ୍ତ ଫର୍ମ ଫିଲପ୍

ଭୁବନେଶ୍ଵର : ନିଟ୍ -ପିଜି ୨୦୨୬ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅଗଷ୍ଟ ୩୦ରେ ହେବ ପରୀକ୍ଷା । ଦେଶର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ୍ କଲେଜରେ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ‘ନୀଟ୍ -ପିଜି ୨୦୨୬’…

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ, କେଜିରୁ ପିଜି ନିଃଶୁଳ୍କ ଶିକ୍ଷା

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏଣିକି ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ବୁଧବାର ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ…

ଘରୋଇ ମେସ୍‌ରୁ ୪ ଛାତ୍ର ନିଖୋଜ

ବାଲେଶ୍ବର: ଘରୋଇ ମେସ୍‌ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଲେ ୪ ଜଣ ଛାତ୍ର । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଭାବକମାନେ । ଘରୋଇ ମେସ୍‌ରେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହି କାରଣରୁ ସମସ୍ତ ୪ ଛାତ୍ର ମେସ୍ ଛାଡ଼ି ନିଖୋଜ ଥିବା ପୋଲିସ ଆଗରେ ଅଭିଯୋଗ…

ବୀଣାପାଣି ନୋଡାଲ ସ୍କୁଲର ପ୍ରଧାନଶିକ୍ଷକ ସସପେଣ୍ଡ, ମଦ ପିଇ ଲୋକଙ୍କୁ କରୁଥିଲେ ଗାଳି ଗୁଲଜ

ଭଦ୍ରକ: ମଦ ପିଇ ସ୍କୁଲକୁ ଆସୁଛନ୍ତି ପ୍ରଧାନ ଶିକ୍ଷକ। କେବଳ ଏତିକି ନୁହେଁ ସ୍କୁଲ ସମୟରେ ବଜାରକୁ ଯାଇ ମଦ ପିଇ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ସରକାରୀ ନୋଡାଲ ୟୁପିଏମଇ ସ୍କୁଲ ପ୍ରଧାନ…

ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

କନ୍ଧମାଳ: ସମଗ୍ର ରାଜ୍ୟରେ ଲାଗି ରହିଛି ବର୍ଷାର ପ୍ରକୋପ । ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ…

ଗୋପାଳପୁର ଥାନା ନାରାୟଣ ପୁର ଗାଁରେ ଚାଲିଛି କଙ୍ଗାରୁ କୋର୍ଟ ଅର୍ଥ ଦଣ୍ଡ ସହ କରାଯାଉଛି ସାମାଜିକ ବାସନ୍ଦ …..!

ସଂଘ ନାମରେ ଚାଲିଛି କଙ୍ଗାରୁ କୋର୍ଟ...! ପୋଲିସ ସାଜିଛି ଜଳକା…..! ପ୍ରଶାସନ ନିଦା ବିଷ୍ଣୁ ଗୁହାରୀ ଶୁଣିବ କିଏ...??ବ୍ରହ୍ମପୁର: ଏବେ ବି ସମାଜ ରେ ସାମାଜିକ ବାସନ୍ଦ ପ୍ରଥା ପ୍ରଚଳିତ ହୋଇ ଆସୁଛି।ଏମିତି ଏକ ଘଟଣା ଆମର ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଅଞ୍ଚଳ…

ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୟାଗଡ଼ (ନିସର୍ତ୍ତ): ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରାକୁ ଶୃଙ୍ଖଳିତ ଏବଂ ସୁ ପରିଚାଳନା କରିବାକୁ ନେଇ ପଞ୍ଚାୟତ ସମିତି ସଭାଗୃହରେ ରଣପୁର ତହସିଲଦାର…