ବଜ୍ରାଘାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢ଼େଙ୍କାନାଳ : ବଜ୍ରାଘାତରେ ଦିଅର ଭାଉଜ ମୃତ। ହିନ୍ଦୋଳ ବ୍ଳକ୍ ବାଉଁଶ ପୋଖରୀ ପଞ୍ଚାୟତ ବନ୍ଧାଭୂଇଁ ଗ୍ରାମରେ ବଜ୍ରାଘାତ ନେଲା ଦୁଇ ଜୀବନ।ମୃତକ ହେଲେ ସୁବାସିନି ସାହୁ ଏବଂ ତାଙ୍କ ଦିଅର ଗଣେଶ୍ୱର ସାହୁ। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଉଭୟ ଘର ନିକଟରେ ଥିବା ଏକ ଆମ୍ବ ଗଛରୁ ଆମ୍ବ…

କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ୍ ମାଧ୍ୟମରେ ୧୨ଟି ଜିଏମଏପିଭି ବିଦ୍ୟାଳୟର ନୂତନ ଭବନ ଶିଳାନ୍ୟାସ

କୋରାପୁଟ : କୋରାପୁଟ ଜିଲ୍ଲାର ୧୨ଟି ଚୟନିତ ଜିଏମଏପିଭି ବିଦ୍ୟାଳୟର ନୂତନ ଭବନ ନିର୍ମାଣ ପାଇଁ ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭର୍ଚୁଆଲ୍ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ତତ ସହିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଦଶମ ଶ୍ରେଣୀ ଛାତ୍ରୀ ସହିତ କଥା ହୋଇଥିଲେ l ବଡ…

ଓଡ଼ଗାଁ ବ୍ଲକରେ ୪ ଗୋଦାବରୀଶ ମିଶ୍ର ଆଦର୍ଶ ସ୍କୁଲର ଶିଳାନ୍ୟାସ

ନୟାଗଡ : ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ସ୍କୁଲର ଅଭାସି ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ।ଶିଳାନ୍ୟାସ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ସର୍ଦ୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ…

ବ୍ରହ୍ମପୁର ଗଞ୍ଜାମ ଲକ୍ଷ୍ୟ ନିକେତନରେ ‘ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍ (SIR) ୨୦୨୬’ ସଚେତନତା…

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗଞ୍ଜାମ ଲକ୍ଷ୍ୟ ନିକେତନ (GLN) ପରିସରରେ 'ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍' (SIR) ୨୦୨୬ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଭୋଟର ସଚେତନତା କାର୍ଯ୍ୟକ୍ରମ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ

ତାଳଚେର : ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ସାଙ୍ଗ । ଜଣେ ମୃତ, ଦୁଇ ନିଖୋଜ । ତାଳଚେର ବ୍ରାହ୍ମଣୀ ନଦୀରେ ଅଘଟଣ ଘଟିଛି । ତାଳଚେର ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଗଲେ ତିନି ଜଣ ସାଙ୍ଗ l ଜଣେ ଉଦ୍ଧାର ଦୁଇ ଜଣ ନିଖୋଜ ଥିବା…

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (Special Intensive Revision - SIR) ପ୍ରକ୍ରିୟାକୁ ନେଇ ଏକ ବୃହତ ସଚେତନତା ସଭା ସ୍ଥାନୀୟ ଟାଉନ ହଲ ପରିସର ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ପ୍ରତିକୁଳ ପାଗ ଯୋଗୁ ପୁରୀରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ଭୟଙ୍କର କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର ସୋମବାର ଅପରାହ୍ନରେ ଭୁବନେଶ୍ୱରରେ ଅବତରଣ କରି ନପାରି ଶେଷ ମୁହୂର୍ତ୍ତରେ ପୁରୀ ଅଭିମୁଖେ ଯାତ୍ରା କରିଥିଲା ଏବଂ ସେଠାରେ ଏହାର ଅପ୍ରତ୍ୟାଶିତ…

ଶିଶୁ ସାହିତ୍ୟିକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ସମ୍ବର୍ଦ୍ଧିତ

ବ୍ରହ୍ମପୁର : ବରିଷ୍ଠ ଶିଶୁସାହିତ୍ୟିକ, ପ୍ରାକ୍ତନ ପ୍ରଧାନଶିକ୍ଷକ, ସଂଗଠକ ତଥା ଉତ୍କଳିକା ସାହିତ୍ୟ ଅନୁଷ୍ଠାନ ର ସଂପାଦକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ଙ୍କୁ ମା ତାରିଣୀ ପୀଠ ଘଟଗାଁ ଠାରେ ସାମଗ୍ରିକ ସାହିତ୍ୟ ସାଧନା ନିମନ୍ତେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସଂଯୋଗୀ ସାହିତ୍ୟ ସଂସଦ…

ଗାଁରେ ଖଟ ଓ ନଖ ଦର୍ପଣରେ ଚୋର ସଜାଇ ବୃଦ୍ଧାଙ୍କୁ ମାଡ଼ ଅଭିଯୋଗ

ନୟାଗଡ଼, ୦୮/୦୬(ନିସର୍ତ୍ତ ) : ଏବେବି ଲୋକଙ୍କ ମନରୁ ଦୂର ହୋଇନି ଅନ୍ଧ ବିଶ୍ଵାସ ଗାଁରେ ଚାଲିଛି କଙ୍ଗାରୁ କୋର୍ଟ। ଚୋର ଧରିବା ପାଇଁ ପୋଲିସ ପ୍ରଶାସନର ସାହାଯ୍ୟ ନନେଇ ଗାଁରେ ଖଟ ବୁଲାଇ ଓ ଗୁଣିଆକୁ ଡାକି ନଖ ଦର୍ପଣ କରାଯାଇଥିଲା।ଏବଂ ଏଥି ସହିତ ବୃଦ୍ଧାଙ୍କୁ ଚୋର ସଜାଇ ମାଡ଼ ମାରି ଥିବା…

ପ୍ରକାଶ ପାଇଲା ଓଜେଇଇ ୨୦୨୬ ପରୀକ୍ଷା ଫଳ, ଚଳିତ ମାସ ତୃତୀୟ ସପ୍ତାହରୁ କାଉନସେଲିଂ

ଭୁବନେଶ୍ବର : ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷା ଦେଇଛନ୍ତି । ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ…