ଆସିକାର କୁନି ବୈଜ୍ଞାନିକ ଏ. ଆଲିଶା ଆଚାରୀ ଶ୍ରୀହରିକୋଟାରେ, ଗଞ୍ଜାମ ପାଇଁ ଗୌରବ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଭାବାନ ଛାତ୍ରୀ ତଥା କୁନି ବୈଜ୍ଞାନିକ ଏ. ଆଲିଶା ଆଚାରୀ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନ କରି ଗଞ୍ଜାମ ଜିଲ୍ଲାକୁ ପ୍ରତିନିଧିତ୍ୱ କରିଛନ୍ତି।ଆସିକା ହାଟପାଦ ଅଞ୍ଚଳର ଏ କେଦାର!-->…