ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ସ୍ଥାନୀୟ ସାଂସଦଙ୍କୁ ନିବେଦନ

କେନ୍ଦ୍ରାପଡା: ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ। ଏହି ପ୍ରବାସୀ ଶ୍ରମିକ ମାନେ ଏକ ଭିଡିଓ ବାର୍ତ୍ତା ଜାରି କରି ସେମାନଙ୍କୁ ଉଦ୍ଧାର ପାଇଁ ଓଡିଶା ସରକାର ଏବଂ ସ୍ଥାନୀୟ ସାଂସଦଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ଆଳି ଅଞ୍ଚଳର ଏହି ପ୍ରବାସୀ ଶ୍ରମିକଙ୍କୁ…

ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ, କଳା ଇତିହାସବିଜ୍ଞାନୀ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ବୁଧବାର ରାତିରେ ଭୁବନେଶ୍ୱର ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୨୬ ଏପ୍ରିଲ, ୧୯୩୬ରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ…

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା

ଭୁବନେଶ୍ୱର: ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସୁଧାର ଆସିବାକୁ ଯାଉଛି। ଖୁବଶୀଘ୍ର ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ଏଥିସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଏୟାର ଟର୍ମିନାଲକୁ ମଧ୍ୟ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ।…

ଆସିକା ବିଧାୟକଙ୍କ ପୁତ୍ରଙ୍କ ମନ୍ତବ୍ୟ ପରେ ଆସିକା ବିଧାୟକ ଓ ସାଂସଦଙ୍କ ମଧ୍ୟରେ ତିକ୍ତତା ବଢିଲା……!

ସାଂସଦ ଗୋଷ୍ଠି ବିଧାୟକ ଗୋଷ୍ଠି ଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଜୋର ଧରିଛି…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସନ୍ତା କାଲି ଅର୍ଥାତ ୫ ତାରିଖ ଦିନ ଖଣ୍ଡ ଦେଉଳି ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ଆସିକା ସାଂସଦଙ୍କ…

ଚୋରା ସୁନା ବ୍ୟବସାୟର ସମ୍ରାଟ ମନ୍ତ୍ରୀଙ୍କ ଉପରେ ଇଡ଼ି ପକ୍ଷରୁ ଚଢ଼ାଉ କେବେ ?

ବ୍ରହ୍ମପୁର: ଆସିକା ମହାତ୍ମା ଗାନ୍ଧୀ ରୋଡ଼ ତଥା ବଜାର ସାହିରେ ଚୋର ସୁନା କ୍ରୟ କରି ସମ୍ରାଟ ପାଲଟିଥିବା ମନ୍ତ୍ରୀଙ୍କ ଦୋକାନ ରହିଛି। ବେକାରୀ ଯୁବକ ମାନଙ୍କୁ ଚୋରା ସୁନା କ୍ରୟ ପାଇଁ ତାଲିମ ଦେଇ ମନ୍ତ୍ରୀ କୁଆଡେ ଛୋଟ ଛୋଟ ସ୍ବର୍ଣ୍ଣ କାରିଗର ଦୋକାନ କରେଇ ବସେଇଛନ୍ତି। ସେମାନେ ଆସିକା…

ରୁଷ୍‌ ଉପରେ ୟୁକ୍ରେନର ଡ୍ରୋନ୍‌ ଆଟାକ୍, ୭ ମୃତ

କିବ୍‌ : ୟୁକ୍ରେନ୍ରେ ରୁଷ୍  ନିୟନ୍ତ୍ରଣରେ ଥିବା ଡୋନେସ୍କ ଅଞ୍ଚଳରେ ଆଜି ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୧ ଜଣ ଆହତ ହୋଇଛନ୍ତି। ଡୋନେସ୍କରେ ଆଜି ଏକ ବସ୍‌ ଉପରେ ଡ୍ରୋନ୍‌ ମାଡ଼ ହୋଇଥିଲା। ଏହି ବସ୍‌ଟି ମସ୍କୋ ଏବଂ କ୍ରିମିଆର ସିମଫରୋପୋଲ୍‌ ମଧ୍ୟରେ…

ନାବାଳିକାକୁ ଗଣଦୁଷ୍କର୍ମ: ୫ ଗିରଫ

ଗୁଆହାଟୀ: ଆସାମର ବିଶ୍ୱନାଥ ଜିଲ୍ଲାର ଜଣେ ୧୫ ବର୍ଷୀୟା ନାବାଳିକାକୁ ଚଳନ୍ତା ଗାଡ଼ିରେ ଅନେକ ମାସ ଧରି ବାରମ୍ବାର ଗଣଦୁଷ୍କର୍ମ କରିବା ଅଭିଯୋଗରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅପରାଧରେ ବ୍ୟବହୃତ ଗାଡି ଜବତ କରାଯାଇଛି ବୋଲି ପୁଲିସ ନିଶ୍ଚିତ କରିଛି। ଅତିରିକ୍ତ…

ବହିଷ୍କୃତ ଟିଏମସି ବିଧାୟକ ହେଲେ ବିରୋଧୀ ଦଳ ନେତା, ମମତାଙ୍କୁ ଶକ୍ତ ଧକ୍କା

କଲକାତା: ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଟିଏମସିରେ ବଡ଼ ଫାଟ। ଦଳରେ ମମତାଙ୍କ ବିରୁଦ୍ଧରେ ଅସନ୍ତୋଷ। ଟିଏମସିର ବିଦ୍ରୋହୀ ନେତା ରିତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା। ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହା ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି…

ଦିଲ୍ଲୀ ରେସ୍ତୋରାଁ ଅଗ୍ନିକାଣ୍ଡ ; ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗରରେ ଘଟିଥିବା ରେସ୍ତୋରାଁ ଅଗ୍ନିକାଣ୍ଡ ଅଘଟଣରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।…

କର୍ଣ୍ଣାଟକରେ ଆଜିଠାରୁ ଡିକେ ଶିବକୁମାର ସରକାର

ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏବଂ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ ଶପଥ ଗ୍ରହଣ କରିଛନ୍ତି। ଲୋକଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ। ଜି ପରମେଶ୍ୱର…