ବୋମାରେ ପାଦ ପଡ଼ି ଘୁଷୁରୀ ଚରାଳିର ମୃତ୍ୟୁ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଘଟିଛି ଅଘଟଣ । ଘୁଷୁରୀ ଚରାଉଥିବା ବେଳେ ହୋଇଛି ଅଘଟଣ । ବୋମାରେ ପାଦ ପଡ଼ି ଜଣେ ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମଥୁରା ଗାଁ ପୋଖରୀ ନିକଟରେ ପଡ଼ିଥିଲା ବାଣ । କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲା । ହେଲେ ଜଣଙ୍କର…

ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଖଣିଜ କ୍ଷେତ୍ରକୁ ଅଧିକ ସୁଦୃଢ଼ କରାଯିବ। ଜାତୀୟ ଅର୍ଥନୀତିରେ ରାଜ୍ୟର ଅବଦାନ ବୃଦ୍ଧି କରିବା ରହିଛି ଲକ୍ଷ୍ୟ । ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ…

୫ ତାରିଖ ପର୍ଯ୍ୟନ୍ତ ୨ ରୁ ୪ ଡିଗ୍ରୀ ବଢ଼ିବ ଦିନର ସର୍ବାଧିକ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଚାରି ଡିଗ୍ରୀ ଯାଏଁ ବଢିବ ତାତି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ରହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗଳୁଗୁଳି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ବର,…

ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା : ଚାଷୀଙ୍କ ରାସ୍ତାରୋକ; ଯାତାୟାତ ଠପ୍

କଳାହାଣ୍ଡି:ପୁଣି ରାଜରାସ୍ତାରେ ଚାଷୀ ।କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କୁଟ୍ରୁ ଛକରେ ଚାଷୀଙ୍କ ରାସ୍ତାରୋକ। ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଏବଂ ମିଲରଙ୍କ ମନମୁଖୀ କଟନୀ ପ୍ରତିବାଦରେ ଶତାଧିକ ଚାଷୀ ଜୟପାଟଣା-ମୋଟେର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। କଳାହାଣ୍ଡି…

ମନରେଗା ଟଙ୍କା ଲୁଟ୍ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଭେଙ୍କଟାପାଲମ ପଞ୍ଚାୟତରେ ମନରେଗା ଯୋଜନାରେ ପ୍ରାୟ ୮ ଲକ୍ଷ ୭୫ ହଜାର ୬୪୧ ଟଙ୍କା ହେରଫେର ହୋଇଥିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବଗିଚା ବାଚେରୀ, ‘ମା କେ ନାମ ପେଡ’, ସକ୍ ପିଟ୍, ଅମୃତ…

ଅବ୍ୟବସ୍ଥା ମଧ୍ୟରେ ଓଡ଼ଗାଁ ଭାରତୀୟ ସଂଚାର ନିଗମ କାର୍ଯ୍ୟାଳୟ

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଭାରତୀୟ ସଂଚାର ନିଗମ କାର୍ଯ୍ୟାଳୟର ଦକ୍ଷିଣ ପଶ୍ଚିମ ପାର୍ଶ୍ଵରେ ଥିବା ପାଚେରୀ ମୂଳରୁ ୩୦ ଫୁଟ ପର୍ଯ୍ୟନ୍ତ ଭୁଷୁଡି ପଡ଼ିଥିବା ବେଳେ କାର୍ଯ୍ୟାଳୟ ପରିସରଟି ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇପଡିଛି ।ଏଠାରେ ବିଏସଏନଏଲ୍ ଟାୱାର ରହିବା ସହିତ ପୂର୍ବ…

ଭାରତ-ଓମାନ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା

ନୂଆଦିଲ୍ଲୀ : ଭାରତ-ଓମାନ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା (CEPA) କାର୍ଯ୍ୟକାରୀ ହୋଇଛି ଯାହା ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସୃଷ୍ଟି କରିଛି ଏବଂ ଦୁଇ ଦେଶ ମଧ୍ୟରେ ରଣନୈତିକ ବାଣିଜ୍ୟ ଏବଂ ନିବେଶ ସହଯୋଗରେ ଏକ ପରିବର୍ତ୍ତନକାରୀ ନୂତନ ଅଧ୍ୟାୟ…

ଟିଏମସି ସାଂସଦ ବାପି ହଲଦରଙ୍କ ଅଫିସ ଭାଙ୍ଗିଲେ ଉତ୍ତ୍ୟକ୍ତ ଜନତା

କୋଲକତା : ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କୁ ଟାର୍ଗେଟ କରାଯାଉଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଳାର ମଥୁରାପୁରରେ ଟିଏମସି ସାଂସଦ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ କରିଛନ୍ତି । ଏହାପରେ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ଟିଏମସି ସାଂସଦଙ୍କ ଅଫିସର ଝରକାରେ ଥିବା…

ଶୁଭେନ୍ଦୁ ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶପଥ ନେଲେ ୩୫ ମନ୍ତ୍ରୀ

କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ସରକାରରେ କ୍ୟାବିନେଟ ବିସ୍ତାର କରିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଶାସନ କରୁଥିବା ବିଜେପି କ୍ୟାବିନେଟ ଚୟନରେ ପ୍ରତ୍ୟେକ ବର୍ଗକୁ ପ୍ରାଧାନ୍ୟ ଦେଇଛି । ଶୁଭେନ୍ଦୁ ସରକାରଙ୍କ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ହୋଇଛି । ୩୫ ଜଣ…

କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍, ବାପ-ପୁଅ ସମେତ ୩ ମୃତ

ନୂଆଦିଲ୍ଲୀ: ଲୁଧିଆନାରେ ମେକାନିକ୍ ଉପକରଣ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିରେ ହଠାତ୍ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା । ଯାହା ଫଳରେ ସଙ୍ଗେ ସଙ୍ଗେ ବ୍ୟାପକ ଆତଙ୍କ ଖେଳିଗଲା । ଶ୍ୱାସରୁଦ୍ଧ ହୋଇ ଜଣେ ବାପା ଏବଂ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ…