ଡମ୍ପର-ବୋଲେରୋ ଧକ୍କା, ୩ ମୃତ, ୫ ଗୁରୁତର
ରାଜସ୍ଥାନ : ରାଜସ୍ଥାନ ଚୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ପର ଏବଂ ବୋଲେରୋ ଧକ୍କା ହେବା ପରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ ଗାଡ଼ିରେ ଥିବା ୩ ଜଣଙ୍କ ଲୋକଙ୍କ ଜୀବନ ଚାଲିଯାଇଥିଲା । ବିଳମ୍ବିତ ରାତିରେ ଥିରପାଲୀ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା ।!-->…