ସୁନା ଦର ଆକାଶ ଛୁଆଁ, ତଥାପି କମୁନି ଚାହିଦା
ଭୁବନେଶ୍ବର: ଆକାଶ ଛୁଆଁ ସୁନା ଦର, ତଥାପି ବଢୁଛି ଚାହିଦା! । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ସୁନା କିଣିବା ଓ ଶୁଭ କାର୍ଯ୍ୟ ପାଇଁ ସବୁଠାରୁ ବଡ଼ ଦିନ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ “ଅକ୍ଷୟ ତୃତୀୟା” ବା “ଅଖି ମୁଠି ଅନୁକୂଳ” କୁହାଯାଏ ।!-->…