୨୦୨୭ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ !

ଭୁବନେଶ୍ୱର: ଆସନ୍ତା ବର୍ଷ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ। ପଞ୍ଚାୟତ ନିର୍ବାଚନ ପାଇଁ କମିଶନ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ସେ କହିଛନ୍ତି। ପଞ୍ଚାୟତ

ଝାରସୁଗୁଡ଼ା ପୌରପାଳିକାରେ ୪୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ, ପୌରାଧ୍ୟକ୍ଷାଙ୍କୁ ଭିଜିଲାନ୍ସ ନୋଟିସ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌରପାଳିକାରେ ଆର୍ଥିକ ଅନିୟମିତତାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ସରକାରୀ ପାଣ୍ଠିରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଆତ୍ମସାତ ବା ହେରଫେର ହୋଇଥିବା ନେଇ ଗମ୍ଭୀର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ତଦନ୍ତ

ମିଲ୍ ଖାଲି ନହେଲେ ଖରିଫ୍ ଧାନ କିଣା ହେବ କେମିତି ? FCI ସମସ୍ୟା ନେଇ ସମବାୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରେ FCI ସମସ୍ୟା କଥା ଉଠାଇଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ମନ୍ତ୍ରୀ କହିଛନ୍ତି, FCI ଚାଉଳ ଉଠାଉନଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । କାରଣ ମିଲ୍ ଖାଲି ନହେଲେ ଖରିଫ୍ ଧାନ କିଣା ହେବ କେମିତି ? ପୂର୍ବରୁ କମ୍ ଚାଷ

ଓଡ଼ଗାଁରେ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ : ଯଦି ଶିକ୍ଷାର ଅନ୍ତ ନାହିଁ ତେବେ ଶିକ୍ଷକତା ଅନନ୍ତ କାଳ ପର୍ଯ୍ୟନ୍ତ…

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋଡ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସମିତି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ଓଡ଼ଗାଁ ସ୍ତରୀୟ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବରେ ଅଂଶଗ୍ରହଣ କରିଥିବା ୦୪ଶହରୁ ଉର୍ଦ୍ଧ୍ବ ସେବା ନିବୃତ୍ତ ଶିକ୍ଷକ

ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ

ଏସ୍‌ଆଇ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ନବୀନ

ଭୁବନେଶ୍ୱର: ପୁଲିସ ଏସ୍‌ଆଇ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ୨୦୨୫ରେ ବାତିଲ ହୋଇଥିବା କମ୍ବାଇଣ୍ଡ ପୋଲିସ ସର୍ଭିସ୍‌ ପରୀକ୍ଷା କେବେ ହେବ ଏବଂ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍‌ ରାକେଟ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ କେବେ କଠୋର ଦଣ୍ଡ

ଖୁବଶୀଘ୍ର ହେବ ଶିକ୍ଷକଙ୍କ ସମସ୍ୟାର ସମାଧାନ, ସରକାର ନେଇଛନ୍ତି ଆବଶ୍ୟକ ପଦକ୍ଷେପ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ଖୁବ୍‌ କମ୍‌ ସମୟ ମଧ୍ୟରେ କରାଯିବ। ଏନେଇ ସରକାର ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ସାରିଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଶନିବାର ଶିକ୍ଷକମାନଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚି ମନ୍ତ୍ରୀ ଏହି ଘୋଷଣା

ପିଷ୍ଟା ସଂଗଠନ ତରଫରୁ ଗୁରୁଦିବସ ପାଳିତ

କୋରାପୁଟ /କୋଟପାଡ଼ : ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା) ତରଫରୁ କୋଟପାଡ଼ ସହରର ୱାର୍ଡ ନମ୍ବର ୮ର ଗୋଷ୍ଠୀ କେନ୍ଦ୍ରଠାରେ ସଂଗଠନର ସଭାପତି ସନ୍ତୋଷ କୁମାର ଦୁର୍ବେଙ୍କ ସଭାପତିତ୍ବରେ ଗୁରୁଦିବସ ପାଳନ କରାଯାଇଛି ।ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ

କୋଟପାଡ଼ ସିଭିଲ କୋର୍ଟ ପରିସରରେ ଆଇନଜୀବୀଙ୍କ କର୍ମଶାଳା ଅନୁଷ୍ଠିତ

ଆଇନଗତ ବୃତ୍ତିରେ "ନୀତି ଶାସ୍ତ୍ର ଏବଂ ନୈତିକତା" ବିଷୟରେ ଆଇନର ବ୍ୟାଖ୍ୟା କୋରାପୁଟ /କୋଟପାଡ଼ : କୋରାପୁଟ ଜ଼ିଲ୍ଲାର କୋଟପାଡ଼ ସ୍ଥିତ ସିଭିଲ କୋର୍ଟ ପରିସରରେ ଆଇନ ଜୀବିମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜୟପୁର ସେମିନାର କମିଟି ତତ୍ତ୍ୱlଧାନରେ ଆୟୋଜିତ କର୍ମଶାଳାରେ

ଫ୍ଲାଟ୍ ଦେବା ନାଁରେ ୧୫ କୋଟିରୁ ଅଧିକ ଟଙ୍କାର ଠକେଇ ! ବନ୍ଧା ହେଲେ ରିୟଲ ଇଷ୍ଟେଟ୍ କମ୍ପାନୀର ପୂର୍ବତନ ଡାଇରେକ୍ଟର

ଭୁବନେଶ୍ୱର : ଫ୍ଲାଟ୍ ସ୍ୱପ୍ନ ଦେଖାଇ କୋଟି କୋଟି ଟଙ୍କାର ଠକେଇ!। ଭୁବନେଶ୍ୱରରେ EOWର ବଡ଼ ଆକ୍ସନ୍। ଜାଲରେ ରିୟଲ ଇଷ୍ଟେଟ୍ କମ୍ପାନୀର ପୂର୍ବତନ ଡାଇରେକ୍ଟର । ଫ୍ଲାଟ୍ ଦେବାର ସ୍ୱପ୍ନ ଦେଖାଇ ଚାଲିଥିଲା କୋଟି କୋଟି ଟଙ୍କାର କାରବାର! । ନିବେଶକଙ୍କଠାରୁ ଟଙ୍କା ନେଇ ନା ଦେଲେ ଫ୍ଲାଟ୍,