ପଶ୍ଚିମ ଏସିଆ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ପୁଅଙ୍କ ଡ୍ରୋନ୍ ବ୍ୟବସାୟକୁ ନେଇ ବିବାଦ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ପୁଅ ଏରିକ୍ ଟ୍ରମ୍ପ ଓ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ସହାୟତାରେ ଫ୍ଲୋରିଡା ଭିତ୍ତିକ ଡ୍ରୋନ୍ ଷ୍ଟାର୍ଟଅପ୍ ''ପାୱାରସ୍'' ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଘମାଘୋଟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଉପସାଗରୀୟ ଦେଶଗୁଡ଼ିକୁ ନିଜର!-->…