ଓଡ଼ିଶା ଦିବସ ଆମ୍ଭମାନଙ୍କ ଗର୍ବ ଓ ଗୌରବର ପ୍ରତିକ : ବରିଷ୍ଠ କଳାକାର ସଂଘ…
ବ୍ରହ୍ମପୁର, ତା. ୦୧/୦୪ :କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ - ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ ସଭା ପ୍ରକୋଷ୍ଠ ଠାରେ ପବିତ୍ର ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି!-->…