ଉମରକୋଟରେ ରନ୍ଧନ ଗ୍ୟାସ କଳାବଜାରୀ ଉପରେ ପ୍ରଶାସନର ଚଢ଼ାଉ: ବିପୁଳ ପରିମାଣର ସିଲିଣ୍ଡର ଜବତ

ଉମରକୋଟ (ନିସର୍ତ୍ତ ନ୍ୟୁଜ) :  ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ରନ୍ଧନ ଗ୍ୟାସର କୃତ୍ରିମ ସଂକଟ ଓ କଳାବଜାରୀ ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ମିଳିତ ଚଢ଼ାଉ କରାଯାଇଛି। ଏହି ଅଭିଯାନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରାୟ ୩୮ଟି ଖାଲି…

ସାଇବର ଅପରାଧର ମୁକାବିଲା ପାଇଁ ପୋଲିସ ଅଧିକାରୀଙ୍କୁ ତାଲିମ: ରାଉରକେଲା BPUT ରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ…

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଦିନକୁ ଦିନ ବଢ଼ିଚାଲିଥିବା ସାଇବର ଅପରାଧର ପ୍ରଭାବଶାଳୀ ମୁକାବିଲା ପାଇଁ ରାଉରକେଲା ପୋଲିସ ପକ୍ଷରୁ ଏକ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ…

ରାଉରକେଲା ପୋଲିସକୁ ବଡ଼ ସଫଳତା: ମୁଖ୍ୟସ୍ରୋତକୁ ଫେରିଲେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ମଙ୍ଗଦୀ

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ରାଉରକେଲା ପୋଲିସର ନକ୍ସଲ ବିରୋଧୀ ଅଭିଯାନରେ ପୁଣି ଏକ ବଡ଼ ସଫଳତା ମିଳିଛି। ସିପିଆଇ (ମାଓବାଦୀ) ସଂଗଠନର ଜଣେ ସକ୍ରିୟ କ୍ୟାଡର ତଥା ଦକ୍ଷିଣ ଛୋଟନାଗରା ଡିଭିଜନର LGSM (Local Guerrilla Squad) ସଦସ୍ୟା ମଙ୍ଗଦୀ ହୋନହାଗା (୧୯) ଆଜି ପୋଲିସ…

ସୁନାପଲ୍ଲୀ ପାହାଡ଼ରେ ପୋଲିସ ର ଅତର୍କିତ ଚଢ଼ାଉ ବିପୁଳ ପରିମାଣ ର ବିସ୍ପୋରକ ଜବତ…..!

ବଟି ଖାଇ ନିଘୋଡ଼ ନିଦ୍ରାରେ ଖଣି ଓ ରାଜସ୍ୱ ବିଭାଗ.., ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ରାଜସ୍ବ ଓ ଖଣି ବିଭାଗ..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅନ୍ତର୍ଗତ କୋଟିନଡ଼ା ଥାନା ଇଲାକାରେ ଥିବା ସୁନାପଲ୍ଲୀ ନିକଟରେ ଥିବା ପାହାଡ଼ ଉପରେ ପୋଲିସ ର ଅତର୍କିତ ଚଢ଼ାଉ।ସେଠାରୁ…

ତିହୁଡା ମା ଜାଗୁଳାଇଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ଝଙ୍କଡ : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ନାଉଗାଁ ବ୍ଲକ ଅଧିନ ତିହୁଡାଗ୍ରାମ ସ୍ଥିତ, ମା ଜାଗୁଳାଇ ଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଗତ ମାର୍ଚ୍ଚ ଚବିଶତାରିଖ ଠାରୁ ଶ୍ରୀମଦ ଭାଗବତ ପରାୟଣ ପ୍ରବଚନ, ପଞ୍ଚୁଦୋଳ ମେଳଣ, ଓ ମହାମନ୍ତ୍ର ନାମଯଜ୍ଞ ଆଦି ବୈଦିକ ବିଧିବିଧାନ…

ବାପା ମା’ଙ୍କୁ ହଇରାଣ କଲେ ହେବ ଦରମା କାଟ୍, ପାସ୍ ହେଲା ବିଲ୍

ତେଲଙ୍ଗାନା : ଆଉ ବାପା ମା’ଙ୍କୁ କରିପାରିବେନି ହଇରାଣ । ଜନ୍ମ କଲା ବାପା ମାଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କୁ ସୁଧାରିବା ପାଇଁ ସରକାର ନେବେ ଅଦ୍ଭୁତ ପଦକ୍ଷେପ । ହଇରାଇ କଲେ କି ଅସୁବିଧା ଆଣିଲେ ଦରମାରେ ପଇସା କାଟ୍ କରି ରଖିଦେବେ ସରକାର । ତେଲଙ୍ଗାନା ବିଧାନସଭାରେ ରବିବାର…

ପ୍ରେମିକାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲେ ନେଭି ଅଫିସର

ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ମୁଣ୍ଡ…

ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ରେ ନୀତିଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା । ନିକଟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ…

ମହାରାଷ୍ଟ୍ରରେ କାର୍-ବସ୍ ଧକ୍କା, ୬ ମୃତ, ଅନେକ ଗୁରୁତର

ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲି ଜିଲ୍ଲା ଚାମୋରଶୀ ରୋଡରେ ଭୟଙ୍କର ଦୁର୍ଘଟଣା । ବିବାହ ସମାରୋହରୁ ଫେରୁଥିବା ବେଳେ କାର୍ ଏବଂ ବସ୍ ଧକ୍କା ହେବା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟହସପିଟାଲରେ ଭର୍ତ୍ତି କରାଯାଇଛି । …

ଆତଙ୍କୀ ଶବିର ଅହମ୍ମଦ ଲୋନକୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମେଟ୍ରୋ ପୋଷ୍ଟର କେସରେ ଧରାପଡିଥିବା ମଡ୍ୟୁଲର ହ୍ୟାଣ୍ଡେଲ ଲସ୍କର-ଏ-ତୈବାର ଆତଙ୍କୀ ଶବିର ଅହମ୍ମଦ ଲୋନକୁ ଗିରଫ କରିଛି । ଲୋନ ଏହି ମଡ୍ୟୁଲରକୁ ପରିଚାଳନା କରୁଥିଲେ ଏବଂ ମେଟ୍ରୋ ପୋଷ୍ଟର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ…