ବନ୍ଧା ହେଲା ବିଭିନ୍ନ ହାଇକୋର୍ଟକୁ ବୋମା ଧମକ ଦେଉଥିବା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ ଅଭିଯୋଗରେ ଜଣେ ଗିରଫ । ମହୀଶୂରରୁ ଶ୍ରୀନିବାସ ଲୁଇସଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ହାଇକୋର୍ଟ ଓ ସରକାରୀ ଅଫିସକୁ ପଠାଉଥିଲେ ଧମକପୂର୍ଣ୍ଣ ମେସେଜ । ୧୦୦୦ରୁ ଅଧିକ ମିଥ୍ୟା ମେସେଜ ପଠାଇବା ଅଭିଯୋଗରେ ଗିରଫ । ଅଭିଯୁକ୍ତଙ୍କୁ…

ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ

ବାଲିଗୁଡା : ଆଉ ଦିନକ ପରେ ଆସୁଛି, ୧୩ ଦିନିଆ ଦଣ୍ଡଯାତ୍ରା, ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି…

ବିଧାୟକ ପଦରୁ ଇସ୍ତଫା ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିହାର ବିଜେପି ରାଜ୍ୟ ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ ଇସ୍ତଫା ଦେଇଛନ୍ତି । ଆଜି ସଞ୍ଜୟ ସରାଓଗୀ ବିହାର ବିଧାନସଭା ବାଚସ୍ପତି ପ୍ରେମ କୁମାରଙ୍କ ନିକଟରେ ନୀତିନଙ୍କ ଇସ୍ତଫା ଦାଖଲ…

ରାଜସୁନାଖଳା ମଣ୍ଡଳ ସଭାପତି ହେଲେ ଜ୍ୟୋତିରଞ୍ଜନ ସାହୁ

ନୟାଗଡ଼ ,୩୦/୩(ନିସର୍ତ୍ତ) : ରାଜ୍ୟ ଭାରତୀୟ ଜନତା ଦଳର ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଓ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ସୁପାରିସକ୍ରମେ ରାଜସୁନାଖଳା ମଣ୍ଡଳ ବିଜେପି ଦଳର ନୂତନ କର୍ମକର୍ତ୍ତା ଗଠନ କରାଯାଇଅଛି ! ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ…

କୁଏତରେ ଇରାନର ମିସାଇଲ ମାଡ଼, ଭାରତୀୟ ଶ୍ରମିକ ମୃତ

ନୂଆଦିଲ୍ଲୀ: କୁଏତରେ ଇରାନର ଆକ୍ରମଣ । ଇରାନର ମିସାଇଲ ମାଡ଼ରେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ । ​ ବିଳମ୍ବିତ ରାତିରେ କୁଏତର ଏକ ବିଦ୍ୟୁତ ଉତ୍ପାଦନ ଓ ଜଳ ବିଶୋଧନ କେନ୍ଦ୍ର ଉପରେ ଇରାନ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ସେଠାରେ କାର୍ଯ୍ୟରତ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ…

କଳାକାରମାନଙ୍କ ସଂଘ ମନସ୍କତା ଭିତରେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସଙ୍ଗୋପିତ : ମହାସଚିବ ରୋଶନ୍

ଧରମପୁର (କନ୍ଧମାଳ) : କଳା ଓ କଳାକାର ହିତୈଷୀ ମହାମଞ୍ଚ "କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ଏକ କଳାକାର ସମାବେଶ ସ୍ଥାନୀୟ ପାଟଖଣ୍ଡା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶକୁ ନିଖିଳ…

ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ୧୦ ପ୍ରମୁଖ ବିରୋଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ସରକାରଙ୍କୁ ଘେରିଛନ୍ତି ୧୦ ପ୍ରମୁଖ ବିରୋଧୀଦଳ। ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ବିରୋଧୀ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି, କଂଗ୍ରେସ, ସିପିଆଇଏମ, ସମତାକ୍ରାନ୍ତି ଦଳ ଆଦି ୧୦ଟି…

କଙ୍ଗାରୁ ମଦର କେୟାରରେ ଡୁମୁରିମୁଣ୍ଡା ଆୟୁଷ୍ମାନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର

ଉମରକୋଟ/ରାଇଘର, ୩୦/୦୩/୨୦୨୬ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଡୁମୁରିମୁଣ୍ଡା ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। "କଙ୍ଗାରୁ ମଦର କେୟାର" (KMC) ସେବା ଯୋଗାଇବାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି କେନ୍ଦ୍ରକୁ ରାଜ୍ୟ ସ୍ତରରେ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀମୋହନ ମାଝୀଙ୍କ ଅଧ୍ୟକତାରେ ସନ୍ଧ୍ୟାରେ ଲୋକସେବା ଭବନରେ ବସିବ ବୈଠକ। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଯୋଡି ହେବେ। ରାଜ୍ୟରେ ରନ୍ଧନଗ୍ୟାସ ନେଇ ସଙ୍କଟ ଦେଖାଦେଇଛି। ଏହି ବୈଠକରେ…

ତହସିଲଦାରଙ୍କୁ ହତ୍ୟା ଧମକ ମାମଲା: ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ବିରୋଧରେ ମାମଲା

ଭୁବନେଶ୍ବର : ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ତତ୍‌କାଳୀନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ଫୋନ୍‌ରେ ହତ୍ୟା ଧମକ ଦେଇଥିଲେ। ଏହି ଘଟଣାରେ ନର୍ଲା ପୁଲିସ ବିଭୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ପୂର୍ବାହ୍‌ଣରେ…