ନବବଧୂଙ୍କ ସନ୍ଦେଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ବଲାଙ୍ଗୀରି : ବିବାହକୁ ବର୍ଷେ ପୂରିନି, ଚାଲିଗଲା ନବ ବଧୂଙ୍କ ଜୀବନ| ସନ୍ଦେହ ଘେରରେ ନବବଧୂଙ୍କ ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ମହୀପୁରରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଅନୁପମା ମହାନନ୍ଦ । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଏନେଇ ପୋଲିସ ଶବକୁ!-->…