ନନ୍ଦନକାନନକୁ ଆସିବେ ୩ ପ୍ରଜାତିର ୧୮ ଜୀବଜନ୍ତୁ
ବରାଙ୍ଗ: ନନ୍ଦନକାନନ ଆସିବେ ନୂଆ ଅତିଥି । ୩ ପ୍ରଜାତିର ୧୮ ଜୀବଜନ୍ତୁ ଆସିବେ ନନ୍ଦନକାନନ । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଚଳିତବର୍ଷର ଦ୍ଵିତୀୟ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ଗୁଜୁରାଟର ଜୁନାଗଡ଼!-->…