ବଡ଼ପଡ଼ା ନଦୀରେ ଏଆଇ କୁମ୍ଭୀର ! ଫଟୋ ଭାଇରାଲ କରି ଦୁଇ ଭାଇ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଜୟନ୍ତଗିରିର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର । ଏହି ଭାଇରାଲ ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ। ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ ଏଆଇ ପ୍ରସ୍ତୁତ ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଏହି ମିଥ୍ୟା ଫଟୋ ଜରିଆରେ

ବିପଦ ସଙ୍କେତ ଟପୁଛି ସୁବର୍ଣ୍ଣରେଖା; ତଳିଆ ଅଞ୍ଚଳରେ ଆତଙ୍କ

ବାଲେଶ୍ୱର: ବାଲେଶ୍ୱରର ରାଜଘାଟରେ ଜଳସ୍ତର ୧୧.୫୨ ମିଟରକୁ ବୃଦ୍ଧି ପାଇଛି। ଯାହା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକ ବୁଡ଼ି ଯାଇଛି। ସେହିପରି ସୁବର୍ଣ୍ଣରେଖା ନଦୀ ମଧ୍ୟ ଜଳେଶ୍ୱରରେ ବିପଦ ସଙ୍କେତ ଅତିକ୍ରମ କରିଛି। ରିପୋର୍ଟ ଅନୁଯାୟୀ, ଆଜି ରାଜଘାଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ସକାଳ

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ₹୫୦ ହଜାର ଜରିମାନା

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଏକ ବହୁଚର୍ଚ୍ଚିତ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ମାନ୍ୟବର ଏଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା FTSC (POCSO) କୋର୍ଟ,

କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ସଭାପତି ଚିରାଗ ପାଶୱାନଙ୍କୁ ହତ୍ୟା ଧମକ ମିଳିଛି । ଡାକ ଯୋଗେ କେହି ଜଣେ ଚିଠି ଲେଖି ଏହି ହତ୍ୟା ଧମକ ଦେଇଛି । ଏହି ବେନାମୀ ଚିଠିରେ ସିଧା ସଳଖ ଉଲ୍ଲେଖ ରହିଛି, ‘ତୁମକୁ ଖୁବ୍ ଶୀଘ୍ର ହାର୍ଡକୋର

ଚାକିରି ଚାଲିଯିବାରୁ ଜୀବନ ହାରିଲେ ମମତା ବାନାର୍ଜୀଙ୍କ ଝିଆରୀ!

କୋଲକତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଝିଆରୀ ବ୍ରିଷ୍ଟି ମୁଖାର୍ଜୀ(୨୮) ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ବ୍ରିଷ୍ଟି ପୂର୍ବରୁ ଭୋଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନନ୍ ଟିଚିଂ ଷ୍ଟାଫ୍ ଭାବେ କାମ କରୁଥିଲେ । ତେବେ ଟଙ୍କା ଦେଇ ଚାକିରି କିଣା ଅଭିଯୋଗରେ

ଚାନ୍ଦିପୋଷ, ସେକ୍ଟର-୭ ଓ ଗୁରୁଣ୍ଡିଆ ଥାନା ପକ୍ଷରୁ ‘ଆମ ପୋଲିସ ସମିତି’ ବୈଠକ ଏବଂ ସାଇବର ସଚେତନତା…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ଜିଲ୍ଲା ଅଧୀନସ୍ଥ ଚାନ୍ଦିପୋଷ, ସେକ୍ଟର-୭ ଏବଂ ଗୁରୁଣ୍ଡିଆ ଥାନା ପକ୍ଷରୁ ପୃଥକ ଭାବେ ‘ଆମ ପୋଲିସ ସମିତି’ ବୈଠକ ତଥା ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସୁଦୃଢ଼

ଜାତୀୟ ସଙ୍ଗୀତ କଳାକେନ୍ଦ୍ର ତରଫରୁ ଶୋକସଭା

ବ୍ରହ୍ମପୁର : ରାଜ୍ୟର ଅତି ପ୍ରାଚୀନ ଓ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ତରଫରୁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ନିର୍ଭିକ ସାମ୍ବାଦିକ ନବକିଶୋର ମହାପାତ୍ର ଓରଫ୍ ମୁନା ଭାଇଙ୍କ ଅକାଳ ବିୟୋଗ ନେଇ ଏକ ଶୋକସଭା ବ୍ରହ୍ମପୁର, ପ୍ରେମ ନଗର ମୂଖ୍ୟ ସଡ଼କ ସ୍ଥିତ

ଶିଶୁ ଯତ୍ନ ଓ ପରିବାରରୁ ବିଚ୍ଛିନ୍ନତା ନିବାରଣ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ

କୋରାପୁଟ : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍‌ (UNICEF)ର ମିଳିତ ଆନୁକୂଲ୍ୟରେ କୋରାପୁଟସ୍ଥିତ ସଦ୍‌ଭାବନା ଗୃହଠାରେ 'ଶିଶୁ ଯତ୍ନ ଓ ପରିବାରରୁ ବିଚ୍ଛିନ୍ନତା ନିବାରଣ' ଶୀର୍ଷକ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ

ରାଏବଗା ଥାନା ପକ୍ଷରୁ ‘ଆମ ପୋଲିସ ସମିତି’ ବୈଠକ ଓ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ପରିସରରେ ‘ଆମ ପୋଲିସ ସମିତି’ ବୈଠକ ସହିତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଏବଂ ଅଞ୍ଚଳରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ

୧୦୦୦ ପାର୍‌ ହେଲା ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା

କାଠମାଣ୍ଡୁ:ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧ ହଜାର ପାର୍‌ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଚୀନ୍‌ରେ ମଧ୍ୟ ୧୬ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଫଳରେ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧ ହଜାର ୩ ଜଣରେ ପହଞ୍ଚିଛି।