ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାର ଶୁଭାରମ୍ଭ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହ୍ୟୁମାନ ପାପିଲୋନା ଭାଇରସ (ଏଚପିଭି) ଟୀକା ନେବା କାର୍ଯ୍ୟକ୍ରମକୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ନିଳାଞ୍ଜନ ଦାସ ଏବଂ ଡ଼ା ପ୍ରଣତି ମଞ୍ଜରୀ ଶର୍ମାଙ୍କ ଦ୍ଵାରା ଏବଂ ଅନ୍ୟ କର୍ମଚାରୀଙ୍କ ସହଯୋଗରେ!-->…