କର୍ତ୍ତବ୍ୟରେ ଅବହେଳା ଅଭିଯୋଗ, ୩ ବନ କର୍ମଚାରୀ ନିଲମ୍ବିତ
କେନ୍ଦୁଝର/ନୟାଗଡ଼: କେନ୍ଦୁଝର ଜିଲ୍ଲାରେ କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ (ସସପେଣ୍ଡ) କରାଯାଇଛି। କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତ ରହିବା ସହ ଜଙ୍ଗଲ ନିଆଁ (ଅଗ୍ନି ପରିଚାଳନା) କ୍ଷେତ୍ରରେ ଶିଥିଳତା ପ୍ରଦର୍ଶନ କରିଥିବାରୁ ବିଭାଗ!-->…