ନର୍ସିଂ ସ୍କୁଲ ଲୋକାର୍ପିତ : ଆଧ୍ୟାତ୍ମିକ ମାର୍ଗରେ ନର୍ସିଂ ଶିକ୍ଷା
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ରୋଡ ସରକାରୀ ସ୍ଵୀକୃତିପ୍ରାପ୍ତ ' ପଦାରବିନ୍ଦ ପ୍ରତିଷ୍ଠାନ ସ୍ବାସ୍ଥ୍ୟ ବିଜ୍ଞାନ ଓ ଗବେଷଣା କେନ୍ଦ୍ର' ର ଅତ୍ୟାଧୁନିକ ନର୍ସିଂ ସ୍କୁଲ ଲୋକାର୍ପିତ ହୋଇଛି।ଅର୍ଯ୍ୟ ସମାଜ ତପୋବନର ସ୍ବାମୀ ଆତ୍ମନନ୍ଦ ସରସ୍ଵତୀ ଓ ସ୍ବାମୀ ଭୂବନେଶାନନ୍ଦ ସରସ୍ଵତୀ!-->…