ମହିଳାଙ୍କ ଅଧିକାର ସୁରକ୍ଷା ହେଲେ ମହିଳା ସଶକ୍ତ ହେବେ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ଵ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନି କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆଠଗୋଟି ପଞ୍ଚାୟତ ସଦର ମହକୁମାରେ ମହିଳା ସଭା କରାଯାଇ ବିଶ୍ଵ ମହିଳା ଦିବସ ପାଳନ!-->…