ଦୂର୍ଗାମନ୍ଦିରରୁ ସୁନାଗହଣା ଚୋରୀ ଅଭିଯୋଗ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଦୂର୍ଗାଗୁଡି ସାହି ସ୍ଥିତ ଦୂର୍ଗା ମନ୍ଦିରରୁ ସୁନା ଗହଣା ଚୋରୀ ଅଭିଯୋଗ। ମନ୍ଦିର ମୁଖ୍ୟ ଫାଟକ ଓ ଗର୍ଭ ଗୃହ ଫାଟକ ତାଲା ଭାଙ୍ଗି ମନ୍ଦିରରେ ଥିବା ଅଳଙ୍କାର ସାମଗ୍ରୀ ଚୋରୀ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା!-->…