ବ୍ରହ୍ମପୁର ଇତିହାସ ରେ ପ୍ରଥମ ଘଟଣା-ସୁଚିନ୍ତିତ ହତ୍ୟାକାଣ୍ଡ- ଆଇନଜୀବୀକୁ ହତ୍ୟା କରି ପୋଲିସ କୁ ଖୋଲା ଚ୍ୟାଲେଞ୍ଜ…
ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ନା ଆଉ କିଛି ଟେର ଖୋଜୁଛି ପୋଲିସ..
ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଅଞ୍ଚଳରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତ କାଲି ପ୍ରାୟ ରାତ୍ର ଦଶ ଘଣ୍ଟା ରେ ଦୁଇ ଜଣ ଦୁର୍ବୁତ୍ତ ଗୋଟିଏ ବାଇକରେ ଆସି ଗୁଳିମାଡ଼ କରି ଘଟଣା!-->!-->!-->!-->!-->…